ଖଟରୁ ପଡ଼ିଗଲେ ମହିଳା, ଉଠାଇବାକୁ ପହଞ୍ଚିଲେ ଦମକଳ ବାହିନୀ

ଶୋଇଥିବା ସମୟରେ ହଠାତ୍ ଖଟ ଉପରୁ ତଳକୁ ଖସି ପଡ଼ିଲେ ମହିଳା। ଖବର ପାଇ ଉଦ୍ଧାର ପାଇଁ ପହଞ୍ଚିଲେ ଅଗ୍ନିଶମ ବାହିନୀ କର୍ମଚାରୀ।

Representative Image

ପ୍ରତିକାତ୍ମକ ଚିତ୍ର

Debibandita Barick
  • Published: Thursday, 07 September 2023
  • Updated: 07 September 2023, 02:51 PM IST

Sports

Latest News

ଶୋଇଥିବା ସମୟରେ ହଠାତ୍ ଖଟ ଉପରୁ ତଳକୁ ଖସି ପଡ଼ିଲେ ମହିଳା। ଏପରି ଦେଖି ପରିବାର ଲୋକେ ତୁରନ୍ତ ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ କଲ୍ କଲେ। ଆଉ ଉଦ୍ଧାରକାରୀ ଟିମ୍ ପହଞ୍ଚି ଯୋଗାଇ ଦେଲେ ସହାୟତା। ମହିଳା ଜଣକ ଖଟରୁ ପଡ଼ିଯିବା ପରେ ଅଗ୍ନିଶମ କର୍ମଚାରୀଙ୍କୁ କାହିଁକି ଆସିବାକୁ ପଡ଼ିଲା ବୋଲି ଭାବୁଥିବେ ନିଶ୍ଚୟ!

ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସମ୍ପୃକ୍ତ ମହିଳାଙ୍କ ଓଜନ ଦେଢ଼ କ୍ୱିଣ୍ଟାଲରୁ ଅଧିକ। ଏଥିପାଇଁ ପରିବାର ଲୋକେ ଖଟ ଉପରୁ ତାଙ୍କୁ ଉଠାଇବାରେ ଅକ୍ଷମ ହେଲେ। ଏଥିସହ ତାଙ୍କର ମଧ୍ୟ ଏକ ରୋଗ ରହିଛି। ରିପୋର୍ଟ ମୁତାବକ, ସେ ସମ୍ପୂର୍ଣ୍ଣ ୧୬୦ କିଲୋଗ୍ରାମ ଓଜନର। ୬୨ ବର୍ଷିୟ ଏହି ମହିଳା ଜଣଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି। ତାଙ୍କର ମୋବିଲିଟି ସମସ୍ୟା ଥିବାରୁ ଶରୀରର ଅଙ୍ଗ ସହଜରେ ମୁଭ୍ ବା ଗତି କରିପାରୁ ନାହିଁ। ଫଳରେ ବସିବା ସ୍ଥାନରୁ ଉଠିବା, ଉଠିବା ସ୍ଥାନରୁ ବସିବା କଷ୍ଟକର ହୋଇପଡୁଛି।

Also Read

ଆଜି ସକାଳ ପ୍ରାୟ ୮ଟା ସମୟରେ ସେ ମହାରାଷ୍ଟ୍ରର ଥାନେ ସହରରେ ଥିବା ତାଙ୍କ ଫ୍ଲାଟରେ ଶୋଇଥିବା ବେଳେ ଖଟରୁ ପଡ଼ି ଯାଇଥିଲେ। ପରିବାର ଲୋକେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଫଳରେ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଖବର ପାଇ ଉଦ୍ଧାରକାରୀ ଟିମ୍ ପହଞ୍ଚି ତାଙ୍କୁ ଖଟ ଉପରେ ଶୁଆଇଛନ୍ତି। ଏନେଇ ଥାନେ ମ୍ୟୁନିସିପାଲ କର୍ପୋରେସନର ଜଣେ କର୍ମଚାରୀ ସୂଚନା ଦେଇ ପୂରା ଘଟଣା ଉପରୁ ପରଦା ଉଠାଇଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story