ସମ୍ବଲପୁର:କେନ୍ଦ୍ର ସରକାରଙ୍କୁ ଘାରିଛି ହୀରାକୁଦ ଡ୍ୟାମର ସୁରକ୍ଷା ଚିନ୍ତା । ଏଥିପାଇଁ ଆଜି ଏହିଠାରେ ପହଞ୍ଚିଛନ୍ତି ଏକ ସ୍ୱତନ୍ତ୍ର ତଦରଖ ଟିମ । ଏହି ଟିମରେ ୧୨ଜଣ ସଦସ୍ୟ ରହିଛନ୍ତି । ଏହି ଉଚ୍ଚସ୍ତରୀୟ କମିଟି ବନ୍ୟା ନିୟନ୍ତ୍ରଣ ପାଇଁ ଆଉ ଏକ ସ୍ପିଲ ୱେ ଲାଗି କ୍ଷେତ୍ର ପରିଦର୍ଶନରେ ଆସିଛନ୍ତି । ଏହି କମିଟିରେ ବିଶ୍ୱବ୍ୟାଙ୍କ,କେନ୍ଦ୍ରୀୟ ଜଳ ଆୟୋଗ ଓ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞ ରହିଛନ୍ତି । ଏହାମଧ୍ୟରୁ କେଉଁ ଜାଗାଟି ପ୍ରକୃଷ୍ଟ ହେବ ତାହା ଚିହ୍ନଟ କରିବେ ଏହି ଟିମ । ଏନେଇ ଆଜି ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏହି ବୈଠକରେ ଏନେଇ ବିଚାରବିମର୍ଷ ହେବାପରେ ସ୍ପିଲ ୱେ ହେବ ନା ନାହିଁ ବିଚାର କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମନ୍ଦିରକୁ ଜିନ୍ସ ପିନ୍ଧି ଯିବା ମନା, ଡ୍ରେସ୍ କୋଡ୍ ଲାଗୁ
ନୂଆବର୍ଷ ପୂର୍ବରୁ ମନ୍ଦିରକୁ ଆସୁଥିବା ଭିଡ଼କୁ ଦୃଷ୍ଟିରେ ରଖି ଏହି ଡ୍ରେସ୍ କୋଡ୍ ଲାଗୁ କରାଯାଇଛି।
National
ରାହୁଲ ଗାନ୍ଧି ହାଜିର ହୋ': ଜାରି ହେଲା ସମନ
ଏକ ସ୍ୱତନ୍ତ୍ର କୋର୍ଟ ରାହୁଲଙ୍କୁ ଜାନୁଆରୀ ୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
National
ମୋହାଲି ବିଲ୍ଡିଂ ଭୁଶୁଡ଼ିବା ଘଟଣାରେ ୨ ମୃତ, ଘର ମାଲିକ ନାଁରେ ମାମଲା
ବିଲ୍ଡିଂ ତଳେ ପ୍ରାୟ ୧୫ ଜଣ ଦବି ରହିଥିବା ଆଶଙ୍କା ରହିଛି।
Science & Environment
ମହାକାଶକୁ ଯିବ 'ନିସାର' ସାଟେଲାଇଟ୍
ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ GSLV ମାର୍କ-୨ ସାଟେଲାଇଟରେ ଏହାକୁ ଲଞ୍ଚ କରିବ ଇସ୍ରୋ।
National
ବଡ଼ ଅଭିଯୋଗ ଆଣିଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ, ଅଲ୍ଲୁ କହିଲେ- ମୋ ଚରିତ୍ର ସଂହାର କରାଯାଉଛି
ଶନିବାର ସନ୍ଧ୍ୟାବେଳେ ଅଲ୍ଲୁ ଅର୍ଜୁନ ସାମ୍ବାଦିକ ସମ୍ମିଳନୀ ଡାକି ତାଙ୍କ ଚରିତ୍ର ସଂହାର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ସେ କହଛନ୍ତି, ୪ ତାରିଖରେ ସନ୍ଧ୍ୟା ଥିଏଟରରେ ଯାହା ଘଟିଲା ତାହା ଏକ ଦୁର୍ଭାଗ୍ୟଜନକ ଘଟଣା।