କେନ୍ଦ୍ରକୁ ଘାରିଲା ହୀରକୁଦ ଡ୍ୟାମ ସୁରକ୍ଷା ଚିନ୍ତା: ସମ୍ବଲପୁରରେ ୧୨ଜଣିଆ ଟିମ

ସମ୍ବଲପୁର:କେନ୍ଦ୍ର ସରକାରଙ୍କୁ ଘାରିଛି ହୀରାକୁଦ ଡ୍ୟାମର ସୁରକ୍ଷା ଚିନ୍ତା । ଏଥିପାଇଁ ଆଜି ଏହିଠାରେ ପହଞ୍ଚିଛନ୍ତି ଏକ ସ୍ୱତନ୍ତ୍ର ତଦରଖ ଟିମ । ଏହି ଟିମରେ ୧୨ଜଣ ସଦସ୍ୟ ରହିଛନ୍ତି । ଏହି ଉଚ୍ଚସ୍ତରୀୟ କମିଟି ବନ୍ୟା ନିୟନ୍ତ୍ରଣ ପାଇଁ ଆଉ ଏକ ସ୍ପିଲ ୱେ ଲାଗି କ୍ଷେତ୍ର ପରିଦର୍ଶନରେ ଆସିଛନ୍ତି । ଏହି କମିଟିରେ ବିଶ୍ୱବ୍ୟାଙ୍କ,କେନ୍ଦ୍ରୀୟ ଜଳ ଆୟୋଗ ଓ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞ ରହିଛନ୍ତି । ଏହାମଧ୍ୟରୁ କେଉଁ ଜାଗାଟି […]

Hirakud Dam

Hirakud Dam

Rakesh Mallick
  • Published: Tuesday, 14 April 2015
  • Updated: 04 May 2017, 03:45 PM IST

Sports

Latest News

ସମ୍ବଲପୁର:କେନ୍ଦ୍ର ସରକାରଙ୍କୁ ଘାରିଛି ହୀରାକୁଦ ଡ୍ୟାମର ସୁରକ୍ଷା ଚିନ୍ତା । ଏଥିପାଇଁ ଆଜି ଏହିଠାରେ ପହଞ୍ଚିଛନ୍ତି ଏକ ସ୍ୱତନ୍ତ୍ର ତଦରଖ ଟିମ । ଏହି ଟିମରେ ୧୨ଜଣ ସଦସ୍ୟ ରହିଛନ୍ତି । ଏହି ଉଚ୍ଚସ୍ତରୀୟ କମିଟି ବନ୍ୟା ନିୟନ୍ତ୍ରଣ ପାଇଁ ଆଉ ଏକ ସ୍ପିଲ ୱେ ଲାଗି କ୍ଷେତ୍ର ପରିଦର୍ଶନରେ ଆସିଛନ୍ତି । ଏହି କମିଟିରେ ବିଶ୍ୱବ୍ୟାଙ୍କ,କେନ୍ଦ୍ରୀୟ ଜଳ ଆୟୋଗ ଓ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞ ରହିଛନ୍ତି । ଏହାମଧ୍ୟରୁ କେଉଁ ଜାଗାଟି ପ୍ରକୃଷ୍ଟ ହେବ ତାହା ଚିହ୍ନଟ କରିବେ ଏହି ଟିମ । ଏନେଇ ଆଜି ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏହି ବୈଠକରେ ଏନେଇ ବିଚାରବିମର୍ଷ ହେବାପରେ ସ୍ପିଲ ୱେ ହେବ ନା ନାହିଁ ବିଚାର କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story