ରଥଯାତ୍ରା ଶେଷ ସମୀକ୍ଷା ବୈଠକ: ଟ୍ରାଫିକ, ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ

ପୁରୀ:ନବକଳେବର ବର୍ଷ ରଥଯାତ୍ରା ଲାଗି ଶେଷ ସମୀକ୍ଷା ବୈଠକ ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଛନ୍ତି । ଏଥିରେ ରଥଯାତ୍ରା ସମୟରେ ସମସ୍ତ ନୀତିକାନ୍ତି ସମ୍ପର୍କରେ ଆଲୋଚନା କରାଯିବା ସହ ରଥ ନିର୍ମାଣ ଓ ଅନ୍ୟ ଭିତ୍ତିଭୂମି ବିକାଶ ନେଇ ସମୀକ୍ଷା ହୋଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରର ସ୍ୱାସ୍ଥ୍ୟ, ପରିମଳ, ପାନୀୟଜଳ, ବିଦ୍ୟୁତ୍, ଗମନାଗମନ ସହ ରାସ୍ତାଘାଟ ନିର୍ମାଣର ଚୂଡ଼ାନ୍ତ ସମୀକ୍ଷା କରିଥିଲେ । ବୈଠକରେ […]

navin

navin

Rakesh Mallick
  • Published: Friday, 10 July 2015
  • Updated: 10 July 2015, 01:10 PM IST

ପୁରୀ:ନବକଳେବର ବର୍ଷ ରଥଯାତ୍ରା ଲାଗି ଶେଷ ସମୀକ୍ଷା ବୈଠକ ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଛନ୍ତି । ଏଥିରେ ରଥଯାତ୍ରା ସମୟରେ ସମସ୍ତ ନୀତିକାନ୍ତି ସମ୍ପର୍କରେ ଆଲୋଚନା କରାଯିବା ସହ ରଥ ନିର୍ମାଣ ଓ ଅନ୍ୟ ଭିତ୍ତିଭୂମି ବିକାଶ ନେଇ ସମୀକ୍ଷା ହୋଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରର ସ୍ୱାସ୍ଥ୍ୟ, ପରିମଳ, ପାନୀୟଜଳ, ବିଦ୍ୟୁତ୍, ଗମନାଗମନ ସହ ରାସ୍ତାଘାଟ ନିର୍ମାଣର ଚୂଡ଼ାନ୍ତ ସମୀକ୍ଷା କରିଥିଲେ । ବୈଠକରେ ରଥଯାତ୍ରା ସମୟରେ ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା କିବରି ଠିକ ରହିବ ତାହା ଉପରେ ଗୁରୁତ୍ୱ ଦିଆଯାଇଥଇଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି, ପୋଲିସ ଡିଜି ସଞ୍ଜିବ ମାରିକ, ନବକଳେବର ଓଏସଡି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ମନ୍ତ୍ରୀ ଉପସ୍ଥିତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos