ସିମି ଲିଙ୍କ: ବଲାଙ୍ଗୀରରେ ହାଇଆଲର୍ଟ

ବଲାଙ୍ଗୀର: ଆତଙ୍କବାଦୀ ସଂଗଠନ ସିମିର ବଲାଙ୍ଗୀର ଲିଙ୍କ ଜଣାପଡିବା ପରେ ଏବେ ଆଗଭର  ହୋଇ ପଡିଛି ପୋଲିସ। ଯେକୌଣସି ପ୍ରକାର ସ୍ଥିତିରେ ମୁକାବିଲା ଲାଗି ପ୍ରଶାସନ କୋର୍ଡିନେସନ କମିଟି ଗଠିତ ହୋଇଛି।

vlcsnap

vlcsnap

Rakesh Mallick
  • Published: Sunday, 19 April 2015
  • Updated: 20 April 2015, 04:28 AM IST

ବଲାଙ୍ଗୀର: ଆତଙ୍କବାଦୀ ସଂଗଠନ ସିମିର ବଲାଙ୍ଗୀର ଲିଙ୍କ ଜଣାପଡିବା ପରେ ଏବେ ଆଗଭର  ହୋଇ ପଡିଛି ପୋଲିସ। ଯେକୌଣସି ପ୍ରକାର ସ୍ଥିତିରେ ମୁକାବିଲା ଲାଗି ପ୍ରଶାସନ କୋର୍ଡିନେସନ କମିଟି ଗଠିତ ହୋଇଛି।vlcsnap

ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ବୈଠକ କରାଯିବ ସହ ପରିସ୍ଥିତି ସମ୍ପର୍କରେ ବିଡ଼ିଓମାନଙ୍କୁ ଅବଗତ କରାଯାଇଛି। ଗୁଇନ୍ଦା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯାଇଛି। ଏହାସହ ସହରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆତଙ୍କବାଦି କାର୍ଯ୍ୟକଳାପ ଉପରେ ତିକ୍ଷ୍ନ ନଜର ରଖାଯାଇଛି।vlcsnap

୨୦୦୦ ମସିହାରୁ ସିମି ପଶ୍ଚିମ ଓଡ଼ିଶାରେ ନିଜ ସ୍ଥିତି ସୁଦୃଢ କରିବାକୁ ଉଦ୍ୟମ ଚଳାଇଥିବା ବଲାଙ୍ଗୀର ଏସପି ସୂଚନା ଦେଇଛନ୍ତି। ତେଲେଙ୍ଗାନା ପୋଲିସ ବଲାଙ୍ଗୀର ଆସି ତିନି ଦିନ ଧରି ତଥ୍ୟ ସଂଗ୍ରହ କରିବା ପରେ ଜତ ୯ ତାରିଖରେ ଫେରିଯାଇଥିଲା। ବଲାଙ୍ଗୀର ସହ ସିମିର ଲିଙ୍କ ନେଇ କିଛି ସୁରାକ ମିଳିଥିବା ସେତେବେଳେ କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story