୧୦ ଲକ୍ଷ ଟଙ୍କାର ବାଣ ତିଆରି ସାମଗ୍ରୀ ଜବତ

<p>ପିପିଲି: ପୁରୀ ଜିଲ୍ଲା ପିପିଲିରେ ବାଣ ବିସ୍ଫୋରଣରେ ଦୁଇ ଜଣଙ୍କ ଜୀବନ ଯିବା ପରେ ପୋଲିସର ତନାଘଡ଼ା ଆରମ୍ଭ ହୋଇଛି। ଏସପିଙ୍କ ନିର୍ଦ୍ଦେଶରେ ଗତକାଲି ରାତିରେ ପିପିଲି ଜୟପୁର ଶାସନ ଗାଁରେ ପୋଲିସ୍ ହଠାତ୍ ଚଢ଼ାଉ କରିଥିଲା।&nbsp; ଚଢାଉ ବେଳେ ପ୍ରାୟ ୧୦ ଲକ୍ଷ ଟଙ୍କାର ବାଣ ଏବଂ ବାଣ ତିଆରି ସାମଗ୍ରୀ ଜବତ ହୋଇଛି।</p> <p>ବେଆଇନ ବାଣ ତିଆରି କରୁଥିବା ରବି ସାହୁଙ୍କ ପୁଅ ସନ୍ତୋଷ ଓ ତାଙ୍କ ଜ୍ୱାଇଁ ସ୍ୱାଧୀନ ସାହୁଙ୍କୁ ପୋଲିସ ଅଟକ ରଖିଛି। ଘଟଣାସ୍ଥଳରୁ ରବି ଫେରାର ହୋଇଯାଇଥିବା ପୋଲିସ କହିଛି। ସ୍ୱାଧୀନଙ୍କ ଘର ଡେଲାଙ୍ଗ ଘୋରଡିଆ ଗାଁରେ ବୋଲି ଜଣାପଡ଼ିଛି।</p>

Ordigital Desk
  • Published: Monday, 23 October 2017
  • Updated: 23 October 2017, 07:55 AM IST

Sports

Latest News

<p>ପିପିଲି: ପୁରୀ ଜିଲ୍ଲା ପିପିଲିରେ ବାଣ ବିସ୍ଫୋରଣରେ ଦୁଇ ଜଣଙ୍କ ଜୀବନ ଯିବା ପରେ ପୋଲିସର ତନାଘଡ଼ା ଆରମ୍ଭ ହୋଇଛି। ଏସପିଙ୍କ ନିର୍ଦ୍ଦେଶରେ ଗତକାଲି ରାତିରେ ପିପିଲି ଜୟପୁର ଶାସନ ଗାଁରେ ପୋଲିସ୍ ହଠାତ୍ ଚଢ଼ାଉ କରିଥିଲା।&nbsp; ଚଢାଉ ବେଳେ ପ୍ରାୟ ୧୦ ଲକ୍ଷ ଟଙ୍କାର ବାଣ ଏବଂ ବାଣ ତିଆରି ସାମଗ୍ରୀ ଜବତ ହୋଇଛି।</p><p>ବେଆଇନ ବାଣ ତିଆରି କରୁଥିବା ରବି ସାହୁଙ୍କ ପୁଅ ସନ୍ତୋଷ ଓ ତାଙ୍କ ଜ୍ୱାଇଁ ସ୍ୱାଧୀନ ସାହୁଙ୍କୁ ପୋଲିସ ଅଟକ ରଖିଛି। ଘଟଣାସ୍ଥଳରୁ ରବି ଫେରାର ହୋଇଯାଇଥିବା ପୋଲିସ କହିଛି। ସ୍ୱାଧୀନଙ୍କ ଘର ଡେଲାଙ୍ଗ ଘୋରଡିଆ ଗାଁରେ ବୋଲି ଜଣାପଡ଼ିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos