ସବଡିଭିଜନ ଦାବିରେ ବରପାଲି ବନ୍ଦ

ବରଗଡ଼: ବରଗଡ଼ ଜିଲ୍ଲାର ବରପାଲିକୁ ସବଡିଭିଜନ ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡକାରା ଦିଆଯାଇଛି। ବରପାଲି ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଯୋଗୁଁ ସ୍କୁଲ, କଲେଜ ଓ  ଦୋକାନ ବଜାର ବନ୍ଦ ରହିଛି।

ବନ୍ଦ ପାଳନକୁ ବରପାଲିର ବିଭିନ୍ନ  ଅନୁଷ୍ଠାନ ଓ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି। ବରପାଲି ଓକିଲ ସଂଘର ସଭାପତି ତାରାପଦ ତ୍ରିପାଠୀଙ୍କ ନେତୃତ୍ୱରେ ଏହି ବନ୍ଦ ପାଳନ କରାଯାଉଛି। ଜିଲ୍ଲା ପୂନର୍ଗଠନର ବହୁ  ପୂର୍ବରୁ ଏହି ଦାବି ହୋଇ ଆସୁଛି। କିନ୍ତୁ ସରକାର ଏପର୍ଯ୍ୟନ୍ତ ଗୁରୁତ୍ୱ ଦେଉନାହାନ୍ତି। ଏହାର ପ୍ରତିବାଦ ସ୍ୱରୁପ ବନ୍ଦ ପାଳନ କରାଯାଉଥିବା ଓକିଲ ସଂଘ ପକ୍ଷରୁ କୁହାଯାଇଛି।

Ordigital Desk
• Published: Wednesday, 06 December 2017
• Updated: 06 December 2017, 07:50 AM IST

Sports

Latest News

ବରଗଡ଼: ବରଗଡ଼ ଜିଲ୍ଲାର ବରପାଲିକୁ ସବଡିଭିଜନ ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡକାରା ଦିଆଯାଇଛି। ବରପାଲି ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଯୋଗୁଁ ସ୍କୁଲ, କଲେଜ ଓ  ଦୋକାନ ବଜାର ବନ୍ଦ ରହିଛି।

ବନ୍ଦ ପାଳନକୁ ବରପାଲିର ବିଭିନ୍ନ  ଅନୁଷ୍ଠାନ ଓ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି। ବରପାଲି ଓକିଲ ସଂଘର ସଭାପତି ତାରାପଦ ତ୍ରିପାଠୀଙ୍କ ନେତୃତ୍ୱରେ ଏହି ବନ୍ଦ ପାଳନ କରାଯାଉଛି। ଜିଲ୍ଲା ପୂନର୍ଗଠନର ବହୁ  ପୂର୍ବରୁ ଏହି ଦାବି ହୋଇ ଆସୁଛି। କିନ୍ତୁ ସରକାର ଏପର୍ଯ୍ୟନ୍ତ ଗୁରୁତ୍ୱ ଦେଉନାହାନ୍ତି। ଏହାର ପ୍ରତିବାଦ ସ୍ୱରୁପ ବନ୍ଦ ପାଳନ କରାଯାଉଥିବା ଓକିଲ ସଂଘ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos