୧୩ରୁ ୧୫ ତାରିଖ ମଧ୍ୟରେ ଓଡ଼ିଶା ଛୁଇଁ ପାରେ ମୌସୁମୀ ବାୟୁ

ଭୁବନେଶ୍ୱର: ଆସନ୍ତା ୧୩ରୁ ୧୫ ତାରିଖ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ।  ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୁବନେଶ୍ୱର ପାଣିପାଗ ବିଭାଗ ନିର୍ଦ୍ଦେଶକ କହିଛନ୍ତି ଯେ, ବର୍ତ୍ତମାନ ଆରବ ସାଗରରେ ସୃଷ୍ଟି ହୋଇଥିବା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ‘ଅଶୋବା’ ଯୋଗୁ ମୌସୁମୀ କେରଳରୁ ଉତ୍ତର ଦିଗରେ ଅଗ୍ରସର ହୋଇପାରୁନାହିଁ। ଏହି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ବର୍ତ୍ତମାନ ମୁମ୍ୱାଇ ଉପକୂଳରୁ ୫୯୦ କିଲୋମିଟର ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମରେ […]

monsoon

monsoon

Rakesh Mallick
  • Published: Tuesday, 09 June 2015
  • Updated: 09 June 2015, 12:23 PM IST

Sports

Latest News

ଭୁବନେଶ୍ୱର: ଆସନ୍ତା ୧୩ରୁ ୧୫ ତାରିଖ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ।  ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୁବନେଶ୍ୱର ପାଣିପାଗ ବିଭାଗ ନିର୍ଦ୍ଦେଶକ କହିଛନ୍ତି ଯେ, ବର୍ତ୍ତମାନ ଆରବ ସାଗରରେ ସୃଷ୍ଟି ହୋଇଥିବା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ‘ଅଶୋବା’ ଯୋଗୁ ମୌସୁମୀ କେରଳରୁ ଉତ୍ତର ଦିଗରେ ଅଗ୍ରସର ହୋଇପାରୁନାହିଁ। ଏହି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ବର୍ତ୍ତମାନ ମୁମ୍ୱାଇ ଉପକୂଳରୁ ୫୯୦ କିଲୋମିଟର ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମରେ ରହିଛି । ଏହା ଦୁର୍ବଳ ହେବା ପରେ ହିଁ ମୌସୁମୀ ଆଗକୁ ବଢ଼ିପାରିବ ବୋଲି ସେ କହିଛନ୍ତି। ଏପଟେ ତାପମାତ୍ରା ବୃଦ୍ଧି ସହ ଅସହ୍ୟ ଗୁଳୁଗୁଳିରେ ଲୋକେ ଅତିଷ୍ଠି ହୋଇଗଲେଣି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୪୦କୁ ବୃଦ୍ଧି ପାଇଥିବା ସରକାରୀ ଭାବେ କୁହାଯାଇଛି।

ଅନ୍ୟପକ୍ଷରେ ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ମୁକାବିଲା ପାଇଁ ସରକାର ତୁରନ୍ତ ଆପତ୍ତକାଳୀନ ଯୋଜନା ପ୍ରସ୍ତୁତ କରି ପଠାଇବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚାଷୀଙ୍କୁ ବିହନ, ସାର ଓ କୀଟନାଶକ ଯୋଗାଇ ଦେବାକୁ ସେମାନଙ୍କୁ କୁହାଯାଇଛି। ଚାଷୀଙ୍କ ସହାୟତା ପାଇଁ ଜିଲ୍ଲା କୃଷି କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବ। ସେହିପରି ବ୍ଲକରେ ଥିବା କୃଷି କାର୍ଯ୍ୟାଳୟରେ ବୃଷ୍ଟିପାତ ଓ କ୍ରପ୍ କଭରେଜ୍ ସ୍ଥିତି ନେଇ ବିବରଣୀ ମଧ୍ୟ ଲେଖାଯିବ। କୃଷି ବିଭାଗର ସମସ୍ତ କର୍ମଚାରୀଙ୍କ ରଜଛୁଟି ବାତିଲ ହେବ ବୋଲି କହିଛନ୍ତି କୃଷିମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story