ବ୍ରାହ୍ମଣୀ ନଦୀରେ ସେତୁ ଦାବିରେ ଜାତୀୟ ରାଜପଥ ଅବରୋଧ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ଉପରେ ଥିବା ବ୍ରିଜ୍‌ଟି ଜରାଜୀର୍ଣ୍ଣ ହୋଇ ପଡ଼ିଥିବାରୁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ବ୍ରିଜ୍‌ରୁ ସ୍ଲାବ ଖସି ଘଣ୍ଟା ଘଣ୍ଟା ଜାମ୍‌ ରହୁଛି। ଏପରି ସ୍ଥିତିରେ ଛତିଶଗଡ଼, ଝାଡଖଣ୍ଡ ସହ ଓଡ଼ିଶାକୁ ସଂଯୋଗ ନିମନ୍ତେ ବ୍ରାହ୍ମଣୀ ନଦୀ ଉପରେ ଆଉ ୨ଟି ବ୍ରିଜ୍‌ କରିବାକୁ  ପ୍ରତିଶ୍ରୁତି ଦେଇଥିଲେ କେନ୍ଦ୍ର ଓ ରାଜ୍ୟ ସରକାର। ମାତ୍ର  ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ତାହା ଏବେ ଶୀତଳ ଭଣ୍ଡାରରେ […]

rkl

rkl

Jyoshna Pradhan
  • Published: Saturday, 28 September 2019
  • Updated: 28 September 2019, 02:41 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ଉପରେ ଥିବା ବ୍ରିଜ୍‌ଟି ଜରାଜୀର୍ଣ୍ଣ ହୋଇ ପଡ଼ିଥିବାରୁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ବ୍ରିଜ୍‌ରୁ ସ୍ଲାବ ଖସି ଘଣ୍ଟା ଘଣ୍ଟା ଜାମ୍‌ ରହୁଛି। ଏପରି ସ୍ଥିତିରେ ଛତିଶଗଡ଼, ଝାଡଖଣ୍ଡ ସହ ଓଡ଼ିଶାକୁ ସଂଯୋଗ ନିମନ୍ତେ ବ୍ରାହ୍ମଣୀ ନଦୀ ଉପରେ ଆଉ ୨ଟି ବ୍ରିଜ୍‌ କରିବାକୁ  ପ୍ରତିଶ୍ରୁତି ଦେଇଥିଲେ କେନ୍ଦ୍ର ଓ ରାଜ୍ୟ ସରକାର। ମାତ୍ର  ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ତାହା ଏବେ ଶୀତଳ ଭଣ୍ଡାରରେ ପଡ଼ି ରହିଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ମିତ ହେବାକୁ ଥିବା ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଏବଂ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ କୁଆରମୁଣ୍ଡା ବ୍ଲକର ଯମୁନାଢ଼ିପାରେ ହେବାକୁ ଥିବା ତୃତୀୟ ସେତୁକୁ ନେଇ ଏବେ ରାଜନୀତି ଜୋର ଧରିଛି।

ପ୍ରତିବାଦରେ  ଆଜି ବୀରମିତ୍ରପୁରର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଜର୍ଜ ତିର୍କୀଙ୍କ ନେତୃତ୍ୱରେ ବ୍ରାହ୍ମଣୀ ସେତୁ ନିକଟ ପାନପୋଷ ଛକରେ ଗଣ ବିଷୋଭ କରାଯିବା ସହ ୧୪୩ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି। ୧୪୩ ନମ୍ୱର ଜାତୀୟ ରାଜପଥ ତୁରନ୍ତ ମରାମତି, ପାନପୋଷଠାରେ ଡିଏମ୍‌ଏଫ୍ ପାଣ୍ଠିରୁ ଦ୍ୱିତୀୟ ସେତୁ ନିର୍ମାଣ ଓ ମରାମତି କରିବାକୁ ଦାବି  ଏଥିରେ ଅନ୍ତର୍ଭୁକ୍ତ।

୨୦୧୪ ମସିହାରେ ନରେନ୍ଦ୍ର ମୋଦି ନିର୍ବାଚନୀ ପ୍ରଚାର ନିମନ୍ତେ ଆସିଥିବା ବେଳେ କ୍ଷମତାକୁ ଆସିଲେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ କ୍ଷମତାକୁ ଆସିବା ପରେ ୨୦୧୫ ମସିହାରେ ରାଉରକେଲା ଆସିଥିବା ବେଳେ ସମାନ କଥା ଦୋହରାଇଥିଲେ। ମାତ୍ର କାମରେ କୌଣସି ତତ୍ପରତା ଏଯାଏ ପରିଲକ୍ଷିତ ହୋଇନାହିଁ ।

ଏହାଦେଖି କୁଆରମୁଣ୍ଡା  ବ୍ଲକର ଯମୁନାଢ଼ିପାରେ ବ୍ରାହ୍ମଣୀ ନଦୀ ଉପରେ ତୃତୀୟ ସେତୁ ନିର୍ମାଣ ଲାଗି ୨୦୧୭ ମସିହାରେ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ମାତ୍ର ତାହା ମଧ୍ୟ ପାଣିର ଗାର ପାଲଟିଲା। ଫଳରେ ଲୋକେ ଏବେ ଉକ୍ତ ପୁରୁଣା ବ୍ରିଜ୍‌ ଦେଇ ଯିବାକୁ ସୁରକ୍ଷିତ ମଣୁ ନ ଥିବା ବେଳେ ଅନ୍ୟ ଗତି ବି ନାହିଁ। ତୁରନ୍ତ ବ୍ରାହ୍ମଣୀ ନଦୀରେ ସେତୁ ନିର୍ମାଣ ଦାବିରେ ଅକ୍ଟୋବର ୨ ତାରିଖରୁ ଅନଶନ ଓ ଧାରଣା ଦେବାକୁ ଘୋଷଣା କରିଛନ୍ତି  ରାଉରକେଲାର ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ।

ଏ ସଂକ୍ରାନ୍ତରେ ରାଉରକେଲା ଏନଏଚଏଆଇ ପିଡି ସୌରଭ ଚୌରାସିଆ କହିଛନ୍ତି, ୨୦୨୧ ମେ ମାସ ସୁଦ୍ଧା ଦ୍ୱିତୀୟ ବ୍ରାହ୍ମଣୀ ସେତୁ କାମ ଶେଷ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story