୧୭ ଦାଦନ ଶ୍ରମିକ ଉଦ୍ଧାର: ତାମିଲନାଡୁକୁ ଯାଉଥିଲେ କାମ କରିବାକୁ

<p>ରାୟଗଡ଼ା: ରାୟଗଡ଼ା ରେଳ ଷ୍ଟେସନରୁ ୬ ବାଳ ଶ୍ରମିକଙ୍କ ସମତେ ୧୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ରେଳବାଇ ପୋଲିସ। ଏମାନେ ସମସ୍ତେ ତାମିଲନାଡୁକୁ ଦାଦନ ଖଟିବାକୁ ଯାଉଥିଲେ। ଉଦ୍ଧାର ହୋଇଥିବା ଶ୍ରମିକମାନେ କାଶୀପୁର ବ୍ଳକ୍&zwnj; ଅନ୍ତର୍ଗତ ମାଇକଞ୍ଚ ଓ ନିକଟବର୍ତ୍ତୀ ଗାଁର ବୋଲି ଜଣାପଡ଼ିଛି। ବାଳ ଶ୍ରମିକଙ୍କ ମଧ୍ୟରେ ୫ ଜଣ ଝିଅ ଓ ଜଣେ ପୁଅ ଅଛନ୍ତି। ସେହିପରି ସାବାଳକଙ୍କ ମଧ୍ୟରେ ୮ ଝିଅ ଓ ୩ ପୁଅ ରହିଛନ୍ତି।</p> <p>ଏହି ଶ୍ରମିକମାନେ ଆଜି ସକାଳେ ବୋକାର-ଆଲେପି ଟ୍ରେନ୍&zwnj;ରେ ତାମିଲନାଡୁ ଯାଇଥାନ୍ତେ। କୋଏମ୍ୱାଟୁର ଠାରେ ଥିବା ଏକ ସୂତା କଳକୁ ସେମାନେ କାମ କରିବାକୁ ଯାଉଥିବା ଜଣାପଡ଼ିଛି। ଉଦ୍ଧାର ପରେ ବାଳ ଶ୍ରମିକମାନଙ୍କୁ ଚାଇଲଡ୍&zwnj; ଲାଇନ୍&zwnj;କୁ ହସ୍ତାନ୍ତର କରାଯାଇଛି।</p>

Ordigital Desk
  • Published: Saturday, 18 November 2017
  • Updated: 18 November 2017, 09:37 AM IST

Sports

Latest News

<p>ରାୟଗଡ଼ା: ରାୟଗଡ଼ା ରେଳ ଷ୍ଟେସନରୁ ୬ ବାଳ ଶ୍ରମିକଙ୍କ ସମତେ ୧୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ରେଳବାଇ ପୋଲିସ। ଏମାନେ ସମସ୍ତେ ତାମିଲନାଡୁକୁ ଦାଦନ ଖଟିବାକୁ ଯାଉଥିଲେ। ଉଦ୍ଧାର ହୋଇଥିବା ଶ୍ରମିକମାନେ କାଶୀପୁର ବ୍ଳକ୍&zwnj; ଅନ୍ତର୍ଗତ ମାଇକଞ୍ଚ ଓ ନିକଟବର୍ତ୍ତୀ ଗାଁର ବୋଲି ଜଣାପଡ଼ିଛି। ବାଳ ଶ୍ରମିକଙ୍କ ମଧ୍ୟରେ ୫ ଜଣ ଝିଅ ଓ ଜଣେ ପୁଅ ଅଛନ୍ତି। ସେହିପରି ସାବାଳକଙ୍କ ମଧ୍ୟରେ ୮ ଝିଅ ଓ ୩ ପୁଅ ରହିଛନ୍ତି।</p><p>ଏହି ଶ୍ରମିକମାନେ ଆଜି ସକାଳେ ବୋକାର-ଆଲେପି ଟ୍ରେନ୍&zwnj;ରେ ତାମିଲନାଡୁ ଯାଇଥାନ୍ତେ। କୋଏମ୍ୱାଟୁର ଠାରେ ଥିବା ଏକ ସୂତା କଳକୁ ସେମାନେ କାମ କରିବାକୁ ଯାଉଥିବା ଜଣାପଡ଼ିଛି। ଉଦ୍ଧାର ପରେ ବାଳ ଶ୍ରମିକମାନଙ୍କୁ ଚାଇଲଡ୍&zwnj; ଲାଇନ୍&zwnj;କୁ ହସ୍ତାନ୍ତର କରାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos