ଅଜଣା ଜନ୍ତୁ ଆକ୍ରମଣରେ ଆଉ ୩ ମେଣ୍ଢା ମୃତ

<p>କଟକ: କଟକ ଜିଲ୍ଲା ନିଆଳିରେ ଥମୁନି ଅଜଣା ଜନ୍ତୁ ଆତଙ୍କ। ଗତ ରାତିରେ ପୁଣି ଗୁହାଳରେ ପଶି ଗାଈଆ ସାହିର ୩ ମେଣ୍ଢାକୁ ଅଜଣା ଜନ୍ତୁ ମାରିଥିବା ଅଭିଯୋଗ ହୋଇଛି। ଗତ ମାସକ ଭିତରେ ନିଆଳିରେ ଅଜଣା ଜନ୍ତୁ ଆକ୍ରମଣରେ ୨୦ ଦିନରେ ୩୫ ମେଣ୍ଡାଙ୍କ ମୃତ୍ୟୁ ଘଟିଛି।</p> <p>ସୂଚନାଯୋଗ୍ୟ, ଗତ ମଙ୍ଗଳବାର କାଳିଆଘାଇ ଘୋଡ଼ାଟିକିଲି ଗାଁରେ ୩ ମେଣ୍ଢାଙ୍କ ମୃତ୍ୟୁ ଘଟିଥିଲା।</p>

Ordigital Desk
  • Published: Thursday, 07 December 2017
  • Updated: 07 December 2017, 09:34 AM IST

Sports

Latest News

<p>କଟକ: କଟକ ଜିଲ୍ଲା ନିଆଳିରେ ଥମୁନି ଅଜଣା ଜନ୍ତୁ ଆତଙ୍କ। ଗତ ରାତିରେ ପୁଣି ଗୁହାଳରେ ପଶି ଗାଈଆ ସାହିର ୩ ମେଣ୍ଢାକୁ ଅଜଣା ଜନ୍ତୁ ମାରିଥିବା ଅଭିଯୋଗ ହୋଇଛି। ଗତ ମାସକ ଭିତରେ ନିଆଳିରେ ଅଜଣା ଜନ୍ତୁ ଆକ୍ରମଣରେ ୨୦ ଦିନରେ ୩୫ ମେଣ୍ଡାଙ୍କ ମୃତ୍ୟୁ ଘଟିଛି।</p><p>ସୂଚନାଯୋଗ୍ୟ, ଗତ ମଙ୍ଗଳବାର କାଳିଆଘାଇ ଘୋଡ଼ାଟିକିଲି ଗାଁରେ ୩ ମେଣ୍ଢାଙ୍କ ମୃତ୍ୟୁ ଘଟିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos