୩୦ କୋଟି ଟଙ୍କା ଠକେଇ ମାମଲାରେ ଜଣେ ଗିରଫ

ଭୁବନେଶ୍ୱର:୩୦କୋଟି ଟଙ୍କା ଠକେଇ ମାମଲାରେ ଗିରଫ ହୋଇଛନ୍ତି କରମଚାନ୍ଦ ଥାପର ଏଣ୍ଡ ବ୍ରଦର୍ସ କୋଲସେଲ କମ୍ପାନୀ ଅଧିକାରୀ ପୂର୍ଣଚନ୍ଦ୍ର ରଥ। କୋଲକାତାରୁ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ସେ କମ୍ପାନୀର ପାରାଦୀପ ଶାଖାର ବ୍ରାଞ୍ଚ ମ୍ୟାନେଜର ଥିଲେ । ମ୍ୟାନେଜର ଥିବା ସମୟରେ ସେ ୩୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏହି କମ୍ପାନୀ ବିଭିନ୍ନ ବିଲ୍ କୁ ଟ୍ୟାମ୍ପରିଂ କରି ଆକାଉଣ୍ଟରେ ଜମା କରି ଠକେଇ କରିଥିଲେ। ଆଜି ତାଙ୍କୁ […]

purna chandra rath arrested

purna chandra rath arrested

Rakesh Mallick
  • Published: Tuesday, 09 June 2015
  • Updated: 09 June 2015, 06:34 AM IST

Sports

Latest News

ଭୁବନେଶ୍ୱର:୩୦କୋଟି ଟଙ୍କା ଠକେଇ ମାମଲାରେ ଗିରଫ ହୋଇଛନ୍ତି କରମଚାନ୍ଦ ଥାପର ଏଣ୍ଡ ବ୍ରଦର୍ସ କୋଲସେଲ କମ୍ପାନୀ ଅଧିକାରୀ ପୂର୍ଣଚନ୍ଦ୍ର ରଥ। କୋଲକାତାରୁ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ସେ କମ୍ପାନୀର ପାରାଦୀପ ଶାଖାର ବ୍ରାଞ୍ଚ ମ୍ୟାନେଜର ଥିଲେ । ମ୍ୟାନେଜର ଥିବା ସମୟରେ ସେ ୩୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏହି କମ୍ପାନୀ ବିଭିନ୍ନ ବିଲ୍ କୁ ଟ୍ୟାମ୍ପରିଂ କରି ଆକାଉଣ୍ଟରେ ଜମା କରି ଠକେଇ କରିଥିଲେ। ଆଜି ତାଙ୍କୁ ଭୁବନେଶ୍ୱର ଅଣାଯାଇ କୋର୍ଟ ଚାଲାଣ କରିଯିବ ବୋଲି ଇଓଡ଼ବ୍ଲ୍ୟୁ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story