୪ରୁ କମିବ କୁହୁଡି, ୫ରୁ ୮ ମଧ୍ୟରେ କିଛି ସ୍ଥାନରେ ହୋଇପାରେ ବର୍ଷା

ଭୁବନେଶ୍ୱର: କେନ୍ଦ୍ରୀୟ ଭାରତ ଉପରେ ସୃଷ୍ଟି ହୋଇଥିବା ଗୁରୁଚାପ ଓ ଓଡିଶା ଉପକୂଳରେ ବାୟୁର ଗତି କମ୍ ଥିବାରୁ ରାଜ୍ୟରେ ଘନ କୁହୁଡି ଦେଖିବାକୁ ମିଳିଛି। ଶନିବାର ପାଣିପାଗ ବିଭାଗର ନିର୍ଦ୍ଦେଶକ ଶରତ ସାହୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆଜି କୁହୁଡିର ପ୍ରଭାବ ଅଧିକ ଥିବା ସଙ୍ଗେ ସଙ୍ଗେ ଭିଜିବିଲିଟି ୧୦୦ ମିଟର କମ୍ ଥିଲା। କୁହୁଡ଼ି ଯୋଗୁ ତାପମାତ୍ରା ମଧ୍ୟ ଅଧିକ ରହୁଥିଲା। ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଏଭଳି କୁହୁଡି […]

fog-tuesday

fog-tuesday

Rakesh Mallick
  • Published: Saturday, 02 January 2016
  • Updated: 02 January 2016, 01:44 PM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ରୀୟ ଭାରତ ଉପରେ ସୃଷ୍ଟି ହୋଇଥିବା ଗୁରୁଚାପ ଓ ଓଡିଶା ଉପକୂଳରେ ବାୟୁର ଗତି କମ୍ ଥିବାରୁ ରାଜ୍ୟରେ ଘନ କୁହୁଡି ଦେଖିବାକୁ ମିଳିଛି। ଶନିବାର ପାଣିପାଗ ବିଭାଗର ନିର୍ଦ୍ଦେଶକ ଶରତ ସାହୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆଜି କୁହୁଡିର ପ୍ରଭାବ ଅଧିକ ଥିବା ସଙ୍ଗେ ସଙ୍ଗେ ଭିଜିବିଲିଟି ୧୦୦ ମିଟର କମ୍ ଥିଲା। କୁହୁଡ଼ି ଯୋଗୁ ତାପମାତ୍ରା ମଧ୍ୟ ଅଧିକ ରହୁଥିଲା। ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଏଭଳି କୁହୁଡି ଲାଗି ରହିବ। ଏହାପରେ ୪ତାରିଖରୁ କୁହୁଡିର ମାତ୍ରା କମ ରହିବା ସହ ଭିଜିବିଲିଟି ସ୍ୱାଭାବିକ ହେବ। ଜାନୁଆରୀ ୫ରୁ ୮ତାରିଖ ମଧ୍ୟରେ ଆକାଶ ମେଘାଛନ୍ନ ରହିବା ସହ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି ମଧ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story