ୱାରେଣ୍ଟିକୁ ଧରିବାକୁ ଆସି ଆନ୍ଧ୍ର ପୁଲିସ୍ ହଟହଟା

ପାରାଦୀପ (ଏନ୍.ଏମ୍ ବୈଶାଖ): ଜଣେ ୱାରେଣ୍ଟିକୁ ଧରିବାକୁ ଆସିଥିବା ଆନ୍ଧ୍ରପ୍ରଦେଶ ପୁଲିସ୍‌ର ଏକ ଟିମ୍‌କୁ ହଟହଟା ହେବାକୁ ପଡ଼ିଛି। ୟୁନିଫର୍ମରେ ନଥିବାରୁ ସେମାନଙ୍କୁ ସାଧାରଣ ଲୋକ ଭାବି ଗାଁ ଲୋକେ ଠେଲାପେଲା କରିଥିଲେ। ଏପରିକି ସେମାନଙ୍କୁ ନେଇ ସ୍ଥାନୀୟ ପୁଲିସ୍ ଜିମାରେ ଦେଇଥିଲେ। ତେବେ ସେଠାରେ ଗାଁ ଲୋକେ ସେମାନଙ୍କ ଅସଲ ପରିଚୟ ସଂପର୍କରେ ଅବଗତ ହୋଇଥିଲେ। ଘଟଣାଟି ଘଟିଛି ପାରାଦୀପଗଡ଼ରେ। ଏକ ଚେକ୍ ବାଉନ୍ସ ମାମଲାରେ ଜଣେ ୱାରେଣ୍ଟିକୁ ଧରିବାକୁ ଆଜି ପାରାଦୀପଗଡ଼ରେ ପହଞ୍ଚିଥିଲା ଆନ୍ଧ୍ରପ୍ରଦେଶ […]

police

police

Jitendra Garnayak
  • Published: Saturday, 24 November 2018
  • Updated: 24 November 2018, 11:12 AM IST

Sports

Latest News

ପାରାଦୀପ (ଏନ୍.ଏମ୍ ବୈଶାଖ): ଜଣେ ୱାରେଣ୍ଟିକୁ ଧରିବାକୁ ଆସିଥିବା ଆନ୍ଧ୍ରପ୍ରଦେଶ ପୁଲିସ୍‌ର ଏକ ଟିମ୍‌କୁ ହଟହଟା ହେବାକୁ ପଡ଼ିଛି। ୟୁନିଫର୍ମରେ ନଥିବାରୁ ସେମାନଙ୍କୁ ସାଧାରଣ ଲୋକ ଭାବି ଗାଁ ଲୋକେ ଠେଲାପେଲା କରିଥିଲେ। ଏପରିକି ସେମାନଙ୍କୁ ନେଇ ସ୍ଥାନୀୟ ପୁଲିସ୍ ଜିମାରେ ଦେଇଥିଲେ। ତେବେ ସେଠାରେ ଗାଁ ଲୋକେ ସେମାନଙ୍କ ଅସଲ ପରିଚୟ ସଂପର୍କରେ ଅବଗତ ହୋଇଥିଲେ।

[caption id="attachment_305196" align="aligncenter" width="730"]people1 ୱାରେଣ୍ଟିଙ୍କ ଘରେ ଗାଁ ଲୋକଙ୍କ ଗହଳି[/caption]

ଘଟଣାଟି ଘଟିଛି ପାରାଦୀପଗଡ଼ରେ। ଏକ ଚେକ୍ ବାଉନ୍ସ ମାମଲାରେ ଜଣେ ୱାରେଣ୍ଟିକୁ ଧରିବାକୁ ଆଜି ପାରାଦୀପଗଡ଼ରେ ପହଞ୍ଚିଥିଲା ଆନ୍ଧ୍ରପ୍ରଦେଶ ପୁଲିସ୍‌ର ଏକ ୫ ଜଣିଆ ଟିମ୍। ତେବେ ସାଧା ପୋଷାକ ପିନ୍ଧିଥିବାରୁ ଗ୍ରାମବାସୀ ସେମାନଙ୍କୁ ଜାଣିପାରି ନଥିଲେ ଓ ବିରୋଧ କରିଥିଲେ। ଗାଁ ଲୋକେ ସେମାନଙ୍କୁ ନେଇ ସ୍ଥାନୀୟ ଲଜ୍ ଥାନା ପୁଲିସ୍ ଜିମାରେ ଦେଇଥିଲେ।

ୱାରେଣ୍ଟିକୁ ଧରିବାକୁ ଆସି ଏହି ପୁଲିସ୍‌ମାନେ ଏବେ ନିଜେ ଅଭିଯୁକ୍ତ ବନିଯାଇଛନ୍ତି। ୱାରେଣ୍ଟିର ପରିବାର ଲୋକେ ଲଜ୍ ଥାନାରେ ସେମାନଙ୍କ ନାଁରେ ଏତଲା ଦେଇଛନ୍ତି। ଘରର ମହିଳାଙ୍କୁ ସେମାନେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶର ଏହି ପୁଲିସ୍ ଟିମ୍ ୱାରେଣ୍ଟିଙ୍କ ପରିବାର ବିରୋଧରେ ପାଲଟା ଏତଲା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story