ଏଣକି କୋଭିଡ୍ ଚିକିତ୍ସା ପାଇଁ ସଂରକ୍ଷିତ ରହିବ ଘରୋଇ ହସ୍ପିଟାଲର ୫୦% ବେଡ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାପରେ ରାଜ୍ୟ ସରକାର ୫ଟି ମହାନଗରରେ ଥିବା ଘରୋଇ ହସ୍ପିଟାଲଗୁଡ଼ିକ ଉପରେ ନଜର ପକାଇଛନ୍ତି। ୩୦ରୁ ଅଧିକ ବେଡ୍ ସୁବିଧା ଥିବା ଘରୋଇ ହସ୍ପିଟାଲଗୁଡ଼ିକ ଏଣିକି ନିଜର ସର୍ବନିମ୍ନ ୫୦ ପ୍ରତିଶତ ଜେନେରାଲ ବେଡ୍ ଓ ୮୦% ଆଇସିୟୁ ବେଡକୁ୍ କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବାକୁ ବାଧ୍ୟ। ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷଣୁ ଜାରି ବିଜ୍ଞପ୍ତି ଅନୁସାରେ ଭୁବନେଶ୍ୱର, […]

corona-bed

corona-bed

Manoranjan Sial
  • Published: Monday, 14 September 2020
  • Updated: 14 September 2020, 09:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାପରେ ରାଜ୍ୟ ସରକାର ୫ଟି ମହାନଗରରେ ଥିବା ଘରୋଇ ହସ୍ପିଟାଲଗୁଡ଼ିକ ଉପରେ ନଜର ପକାଇଛନ୍ତି। ୩୦ରୁ ଅଧିକ ବେଡ୍ ସୁବିଧା ଥିବା ଘରୋଇ ହସ୍ପିଟାଲଗୁଡ଼ିକ ଏଣିକି ନିଜର ସର୍ବନିମ୍ନ ୫୦ ପ୍ରତିଶତ ଜେନେରାଲ ବେଡ୍ ଓ ୮୦% ଆଇସିୟୁ ବେଡକୁ୍ କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବାକୁ ବାଧ୍ୟ।

ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷଣୁ ଜାରି ବିଜ୍ଞପ୍ତି ଅନୁସାରେ ଭୁବନେଶ୍ୱର, କଟକ, ସମ୍ବଲପୁର,ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମ ଅଂଚଳରେ ରହିଥିବା ସମସ୍ତ ୩୦ବେଡରୁ ଅଧିକ ଶଯ୍ୟାବିଶିଷ୍ଟ ଘରୋଇ ହସ୍ପିଟାଲଗୁଡ଼ିକ ନିଜର ସର୍ବନିମ୍ନ ୫୦ ପ୍ରତିଶତ ଜେନେରାଲ ବେଡ୍ ଓ ୮୦ ପ୍ରତିଶତ ଆଇସିୟୁ ବେଡ୍ କୋଭିଡ ସଂକ୍ରମିତ ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବାକୁ ବାଧ୍ୟ। ଏହାସହିତ ସମଗ୍ର ହସ୍ପିଟାଲକୁ କୋଭିଡ୍ ହସ୍ପିଟାଳରେ ପରିବର୍ତ୍ତନ କରିବାର ବିକଳ୍ପ ମଧ୍ୟ ରଖିବେ। ଏସବୁ ହସ୍ପିଟାଲ ରାଜ୍ୟ ସରକାରଙ୍କ ଦ୍ୱାରା ଅଗଷ୍ଟ ୨୮ତାରିଖରେ ଧାର୍ଯ୍ୟ ହୋଇଥିବା ଚିକତ୍ସା ଦର ଅନୁସାରେ ରୋଗୀଙ୍କଠୁ ଚିକିତ୍ସା ଖର୍ଚ୍ଚ ନେଇପାରିବେ। ରାଜ୍ୟପାଳଙ୍କ ନିର୍ଦ୍ଦେଶ ଆଧାରରେ ଏହି ନିର୍ଦ୍ଦେଶନାମାକୁ ତତ୍କାଳ ପ୍ରଭାବରୁ କାର୍ଯ୍ୟକାରୀ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହି ବିଜ୍ଞପ୍ତି ଜାରି କରିଛନ୍ତି।

ସୂଚନାଯୋଗ୍ୟ, ଏବେ ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକ କରୋନା ରୋଗୀଙ୍କୁ ଆଡମିଶନ କରାଉନଥିବାବେଳେ ମୋଟ ୪୮ଟି କୋଭିଡ୍ ହସ୍ପିଟାଲରେ ୭୧୦ଟି ଆଇସିୟୁ ବେଡ୍ ସହ ୮୦୩୦ଟି ବେଡ୍ ସୁବିଧା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story