ବାଇକ୍‌ରେ ଆସି ଲୁଟିନେଲେ ସାଢ଼େ ୬ଲକ୍ଷ ଟଙ୍କା

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ରାଉରକେଲାସ୍ଥିତ ଉଦିତନଗର ଷ୍ଟେଟବ୍ୟାଙ୍କରୁ ୬ଲକ୍ଷ ୫୦ ହଜାର ଟଙ୍କା ଉଠାଇ ନେଉଥିବା ଜଣେ ଠିକା କମ୍ପାନୀ କର୍ମଚାରୀ ଲୁଟ୍‌ର ଶିକାର ହୋଇଛନ୍ତି। କର୍ମଚାରୀଜଣକ ନିଜର ଜଣେ ବନ୍ଧୁଙ୍କ ସହ ବାଇକ୍‌ରେ ଯାଉଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଦ୍ରୁତ ଗତିରେ ଏକ ବାଇକ୍‌ରେ ଆସି ତାଙ୍କ ଟଙ୍କା ବ୍ୟାଗ୍‌ ଛଡ଼ାଇ ନେଇଗଲେ। ଖବର ପାଇ ଉଦିତନଗର ଥାନା ପୁଲିସ୍‌ ବ୍ୟାଙ୍କରେ ପହଞ୍ଚି ପଚରାଉଚରା ଆରମ୍ଭ କରିଛି। ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଯାଞ୍ଚ କରୁଛି […]

rkl.-loot

rkl.-loot

Jyoshna Pradhan
  • Published: Monday, 23 September 2019
  • Updated: 23 September 2019, 02:23 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ରାଉରକେଲାସ୍ଥିତ ଉଦିତନଗର ଷ୍ଟେଟବ୍ୟାଙ୍କରୁ ୬ଲକ୍ଷ ୫୦ ହଜାର ଟଙ୍କା ଉଠାଇ ନେଉଥିବା ଜଣେ ଠିକା କମ୍ପାନୀ କର୍ମଚାରୀ ଲୁଟ୍‌ର ଶିକାର ହୋଇଛନ୍ତି। କର୍ମଚାରୀଜଣକ ନିଜର ଜଣେ ବନ୍ଧୁଙ୍କ ସହ ବାଇକ୍‌ରେ ଯାଉଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଦ୍ରୁତ ଗତିରେ ଏକ ବାଇକ୍‌ରେ ଆସି ତାଙ୍କ ଟଙ୍କା ବ୍ୟାଗ୍‌ ଛଡ଼ାଇ ନେଇଗଲେ।

ଖବର ପାଇ ଉଦିତନଗର ଥାନା ପୁଲିସ୍‌ ବ୍ୟାଙ୍କରେ ପହଞ୍ଚି ପଚରାଉଚରା ଆରମ୍ଭ କରିଛି। ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଯାଞ୍ଚ କରୁଛି ।  ଦୁର୍ବୃତ୍ତଙ୍କ କୌଣସି ସୁରାଗ ମିଳି ନଥିବା ବେଳେ କେତେଜଣ ସନ୍ଦିଗ୍ଧଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଛି।

ଆଜି ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଏକ ଠିକା କମ୍ପାନୀ କର୍ମଚାରୀ ରଞ୍ଜନ  ରାଉରକେଲାସ୍ଥିତ ଉଦିତନଗର ଷ୍ଟେଟବ୍ୟାଙ୍କରୁ ୬ଲକ୍ଷ ୫୦ ହଜାର ଟଙ୍କା ଉଠାଇଥିଲେ। ସେଠାରୁ ସେ ନିଜର ଜଣେ ବନ୍ଧୁଙ୍କ ସହ ବାଇକ୍‌ରେ ଯାଉଥିବା ବେଳେ ମ୍ୟୁନିସିପଲ କର୍ପୋରେସନ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଜଣ ଦୁର୍ବୃତ୍ତ  ବାଇକ୍‌ରେ ଆସି ତାଙ୍କଠାରୁ ଟଙ୍କା ବ୍ୟାଗ୍‌ ଛଡ଼ାଇ ନେଇ ପଳାଇଥିଲେ।  ରଞ୍ଜନ ଓ ତାଙ୍କ ବନ୍ଧୁ ଦୁର୍ବୃତ୍ତଙ୍କ ପିଛା କରିଥିଲେ ମଧ୍ୟ ସେମାନେ ଫେରାର ହେବାରେ ସକ୍ଷମ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story