ଦିନେ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଉଥିଲେ, ଆଜି ଦେଶ ଚଳାଇବେ

ବାଲିଗୁଡା(ଅଜିତ ନାୟକ): ଦିନେ ସ୍କୁଲରେ ପାଠ ପଢ଼ାଉ ଥିଲେ। କଳାପଟା ସମ୍ନାରେ ଠିଆ ହୋଇ ପିଲାମାନଙ୍କୁ ଗୁରୁମନ୍ତ୍ର ଦେଉଥିଲେ। ଆଜି ସିଏ ଆଇଏଏସ୍‌ ଅଫିସର ହୋଇଛନ୍ତି। ସେତେବେଳେ ପିଲାଙ୍କୁ ପାଠ ପଢ଼ାଉଥିଲେ, ଆଜି ଦେଶ ଚଳାଇବେ। ଏଭଳି କୃତିତ୍ୱ ଅର୍ଜନ କରିଛନ୍ତି ବିଭୁତି ଭୂଷଣ ନାୟକ। ସିଭିଲ୍‌ ସର୍ଭିସ ପରୀକ୍ଷାରେ ସେ ୮୧୯ ରାଙ୍କ ରଖିଛନ୍ତି। ଆଦିବାସୀ ଅଧ୍ୟୁଷିତ ଓ ନକ୍ସଲ ପ୍ରବଣ କନ୍ଧମାଳ ଜିଲ୍ଲା କଲିଙ୍ଗି ଗାଁରେ ବିଭୁତିଙ୍କ ଜନ୍ମ। ସେ ହେଉଛନ୍ତି ଏଲିଆସ ନାୟକ […]

kandhamala

kandhamala

Manoranjan Sial
  • Published: Tuesday, 04 August 2020
  • Updated: 06 August 2020, 03:09 PM IST

Sports

Latest News

ବାଲିଗୁଡା(ଅଜିତ ନାୟକ): ଦିନେ ସ୍କୁଲରେ ପାଠ ପଢ଼ାଉ ଥିଲେ। କଳାପଟା ସମ୍ନାରେ ଠିଆ ହୋଇ ପିଲାମାନଙ୍କୁ ଗୁରୁମନ୍ତ୍ର ଦେଉଥିଲେ। ଆଜି ସିଏ ଆଇଏଏସ୍‌ ଅଫିସର ହୋଇଛନ୍ତି। ସେତେବେଳେ ପିଲାଙ୍କୁ ପାଠ ପଢ଼ାଉଥିଲେ, ଆଜି ଦେଶ ଚଳାଇବେ। ଏଭଳି କୃତିତ୍ୱ ଅର୍ଜନ କରିଛନ୍ତି ବିଭୁତି ଭୂଷଣ ନାୟକ। ସିଭିଲ୍‌ ସର୍ଭିସ ପରୀକ୍ଷାରେ ସେ ୮୧୯ ରାଙ୍କ ରଖିଛନ୍ତି।

ଆଦିବାସୀ ଅଧ୍ୟୁଷିତ ଓ ନକ୍ସଲ ପ୍ରବଣ କନ୍ଧମାଳ ଜିଲ୍ଲା କଲିଙ୍ଗି ଗାଁରେ ବିଭୁତିଙ୍କ ଜନ୍ମ। ସେ ହେଉଛନ୍ତି ଏଲିଆସ ନାୟକ ଓ ମାଆ ପ୍ରେମଲତା ନାୟକଙ୍କ ଦ୍ୱିତୀୟ ସନ୍ତାନ। ବାପା ଶିକ୍ଷକ ହୋଇଥିବାରୁ ବିଭୁତି ପାଠ ପଢ଼ାରେ ମନୋନିବେଶ କରିଥିଲେ। ଗାଁ ସ୍କୁଲରେ ପାଠ ପଢ଼ିଥିଲେ। ତା’ପରେ କଲେଜରେ ପାଠ ପଢ଼ିଥିଲେ। ଏହାରି ଭିତରେ ତାଙ୍କୁ ଶିକ୍ଷା ସହାୟକ ଚାକିରି ମିଳିଥିଲା। ଯେଉଁ ସ୍କୁଲରେ ସେ ପାଠ ପଢ଼ିଥିଲେ, ସେହିଠାରେ ଚାକିରି ପାଇଥିଲେ। ନିଜ ଗାଁ ପିଲାଙ୍କୁ ପାଠ ପଢ଼ାଥିଲେ। ମାତ୍ର ସେ ବେଶୀ ଦିନ ଶିକ୍ଷକତା କରିପାରିନଥିଲେ। ଚାକିରି ଛାଡ଼ି ଭୁବନେଶ୍ୱର ପଳାଇ ଆସିଥିଲେ। ଏଠାରେ ରାଜଧାନୀ କଲେଜରେ ବିଏ ପଢ଼ିଲେ।

ବିଏ ପାସ୍‌ କରିବା ପରେ ବିଭୁତି ହାଇଦ୍ରାବାଦ ପଳାଇଯାଇଥିଲେ। ସେଠାରେ ସେ ସେଣ୍ଟ୍ରାଲ ବିଶ୍ୱବିଦ୍ୟାଳୟରେ ସୋସିଓଲୋଜିରେ ଏମ୍‌ଏ ପଢ଼ିଲେ। ଏମ୍‌ଏ ପାସ କରିବା ପରେ ସେ ଭୁବନେଶ୍ୱର ପଳାଇ ଆସିଥିଲେ। ଏଠାରେ କିଛି ଦିନ ରହିବା ପରେ ମୁମ୍ବାଇ ପଳାଇ ଯାଇଥିଲେ। ସେଠାରେ ଟାଟା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍ସରେ ମାଷ୍ଟର ଇନ୍‌ ସୋସିଆଲ୍‌ ସାଇନ୍ସ ପାଠ ପଢ଼ିଲେ। ବିଭୁତି ଜଣେ ମେଧାବୀ ଛାତ୍ର ହୋଇଥିବାରୁ କୃତକାର୍ଯ୍ୟ ହୋଇ ଜନ୍ମମାଟିକୁ ଫେରିଥିଲେ। ଘରେ ରହିବା ପରିବର୍ତ୍ତେ ମାଲକାନଗିରି ଜିଲ୍ଲାରେ ଗ୍ରାମ୍ୟ ଉନ୍ନୟନ ଗବେଷକ ଭାବେ କାର୍ଯ୍ୟ କରିଥିଲେ। ବେଶ୍‌ ସଫଳତା ପାଇଥିଲେ।

୨୦୧୭ ମସିହାରେ ବିଭୁତି ଓଏଏସ୍‌ ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ୯୪ ନମ୍ୱାର ରାଙ୍କ ରଖି ଉତ୍ତୀଣ୍ଣ ହୋଇ ରାୟଗଡା ଜିଲ୍ଲାରେ ପ୍ରବେଶନାରୀ ଭାବେ ଚାକିରି ପାଇଥିଲେ। ହେଲେ ସେଠାରେ ସେ ବେଶୀ ରହିପାରିନଥିଲେ। ଚାକିରି ଛାଡ଼ି ସେ ନୂଆଦିଲ୍ଲୀ ସ୍ଥିତି ଭାରତୀୟ ସେନା ସମ୍ପଦ ସେବା ବିଭାଗରେ ଯୋଗଦେଇଥିଲେ। ଏଠାରେ କାର୍ଯ୍ୟ କରିବା ବେଳେ ଆଇଏଏସ୍‌ ପାଇଁ ପ୍ରସ୍ତୁତି ଚଳାଇଥିଲେ। ଆଉ ସଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ୮୧୯ ସ୍ଥାନ ହାସଲ କରି କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏଥିପାଇଁ ସେ ବେଶ୍ ଖୁସି‌ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story