ଦାଦନ ଖଟିବାକୁ ଯାଉଥିଲେ, ୯ଶିଶୁ ଶ୍ରମିକ ଉଦ୍ଧାର

କୋଇଡ଼ା(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା କୋଇଡା ବସ୍‌ ଷ୍ଟାଣ୍ଡରୁ ୯ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ବେଳେ ଏମାନଙ୍କୁ ଉଦ୍ଧାର କରିଛି କୋଇଡ଼ା ପୁଲିସ। ଏହି ଶିଶୁମାନଙ୍କ ମଧ୍ୟରୁ ୮ ଜଣ କୋଇଡା ବ୍ଲକର ପାଟମୁଣ୍ଡା ପଞ୍ଚାୟତ ଅଞ୍ଚଳର ହୋଇଥିବା ବେଳେ ଜଣେ କେନ୍ଦୁଝର ଗୁଆଳି ଅଞ୍ଚଳର। ସମସ୍ତଙ୍କ ବୟସ ୧୪ରୁ ୧୭ ବର୍ଷ ମଧ୍ୟରେ ହେବ। ଏହି ଶିଶୁ ଶ୍ରମିକମାନେ ଗତକାଲି  କୋଇଡାରୁ ଭୁବନେଶ୍ୱର ଆସି ସେଠାରୁ ଅନ୍ୟ […]

child-labourers

child-labourers

Tapaswini Nayak
  • Published: Saturday, 23 July 2022
  • Updated: 23 July 2022, 09:30 AM IST

Sports

Latest News

କୋଇଡ଼ା(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା କୋଇଡା ବସ୍‌ ଷ୍ଟାଣ୍ଡରୁ ୯ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ବେଳେ ଏମାନଙ୍କୁ ଉଦ୍ଧାର କରିଛି କୋଇଡ଼ା ପୁଲିସ। ଏହି ଶିଶୁମାନଙ୍କ ମଧ୍ୟରୁ ୮ ଜଣ କୋଇଡା ବ୍ଲକର ପାଟମୁଣ୍ଡା ପଞ୍ଚାୟତ ଅଞ୍ଚଳର ହୋଇଥିବା ବେଳେ ଜଣେ କେନ୍ଦୁଝର ଗୁଆଳି ଅଞ୍ଚଳର। ସମସ୍ତଙ୍କ ବୟସ ୧୪ରୁ ୧୭ ବର୍ଷ ମଧ୍ୟରେ ହେବ।

ଏହି ଶିଶୁ ଶ୍ରମିକମାନେ ଗତକାଲି  କୋଇଡାରୁ ଭୁବନେଶ୍ୱର ଆସି ସେଠାରୁ ଅନ୍ୟ ରାଜ୍ୟକୁ ଯାଇଥାନ୍ତେ। ତେବେ ପୁଲିସ ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ପିଲାମାନଙ୍କୁ କୋଇଡା ବସ୍‌ ଷ୍ଟାଣ୍ଡରୁ ଉଦ୍ଧାର କରିଥିଲା।  ପରେ ସେମାନଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଦଲାଲ ମାଧ୍ୟମରେ ଏହି ଶିଶୁମାନଙ୍କୁ ଦାଦନ ଖଟିବା ଲାଗି ବାହାର ରାଜ୍ୟକୁ ଯାଉଥିବା ଜଣାଯାଇଛି। ତେବେ ସଂପୃକ୍ତ ଦଲାଲଙ୍କ ଖୋଜ ଖବର ମିଳିପାରି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

କୋଇଡା ସିଡିପିଓ ମିନତୀ ମହାପାତ୍ର କହିଛନ୍ତି, ୧୮ ବର୍ଷରୁ କମ୍‌ ପିଲାଙ୍କୁ ଦାଦନ ଖଟାଇବା ଆଇନ ବିରୋଧୀ। ଏନେଇ  ଦଲାଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story