ମୁମ୍ବାଇ-ହାଓ୍ୱଡା ଲୋକମାନ୍ୟ ତିଲକ୍ ଏକ୍ସପ୍ରେସରେ ନିଆଁ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ମୁମ୍ବାଇ-ହାଓ୍ୱଡା ଲୋକମାନ୍ୟ ତିଲକ୍ ଏକ୍ସପ୍ରେସରୁ ଆଜି ଦିନ ପ୍ରାୟ ସାଢ଼େ ଦଶଟା ବେଳେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଝାଡ଼ଖଣ୍ଡର ଲୋଟପାହାଡ଼-ଚକ୍ରଧରପୁର ଷ୍ଟେସନ ମଧ୍ୟରେ ଟ୍ରେନ୍‌ର ଏସ୍‌-୧୧ ବଗି ତଳୁ ଧୂଆଁ ବାହାରୁଥିଲା। ଏହାପରେ ଯାତ୍ରୀମାନେ ଟ୍ରେନ୍‌ର ଚେନ୍‌ ଟାଣି ଲୋଟପାହାଡ଼ ପାଖରେ ଅଟକାଇ ଥିଲେ। ତେବେ ଭୟଭୀତ ଯାତ୍ରୀମାନେ ଟ୍ରେନ୍‌ ଅଟକିବା ପୂର୍ବରୁ ତଳକୁ ଡେଇଁ ପଡ଼ିଥିଲେ। ହେଲେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି। ହାଟ ଏକସେଲ ଯୋଗୁ ଟ୍ରେନ୍‌ରୁ […]

train

train

Jyoshna Pradhan
  • Published: Monday, 27 May 2019
  • Updated: 27 May 2019, 01:24 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ମୁମ୍ବାଇ-ହାଓ୍ୱଡା ଲୋକମାନ୍ୟ ତିଲକ୍ ଏକ୍ସପ୍ରେସରୁ ଆଜି ଦିନ ପ୍ରାୟ ସାଢ଼େ ଦଶଟା ବେଳେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଝାଡ଼ଖଣ୍ଡର ଲୋଟପାହାଡ଼-ଚକ୍ରଧରପୁର ଷ୍ଟେସନ ମଧ୍ୟରେ ଟ୍ରେନ୍‌ର ଏସ୍‌-୧୧ ବଗି ତଳୁ ଧୂଆଁ ବାହାରୁଥିଲା। ଏହାପରେ ଯାତ୍ରୀମାନେ ଟ୍ରେନ୍‌ର ଚେନ୍‌ ଟାଣି ଲୋଟପାହାଡ଼ ପାଖରେ ଅଟକାଇ ଥିଲେ। ତେବେ ଭୟଭୀତ ଯାତ୍ରୀମାନେ ଟ୍ରେନ୍‌ ଅଟକିବା ପୂର୍ବରୁ ତଳକୁ ଡେଇଁ ପଡ଼ିଥିଲେ। ହେଲେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି।train

ହାଟ ଏକସେଲ ଯୋଗୁ ଟ୍ରେନ୍‌ରୁ ଧୂଆଁ ବାହାରୁଥିବା ଜଣାପଡ଼ିଛି। ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ସେଠାରେ ଟ୍ରେନ୍‌ ୪୫ ମିନିଟ୍ ଅଟକି ଥିଲା। ଟ୍ରେନ୍ ମରାମତି ପରେ ଏହା ଚକ୍ରଧରପୁର ଅଭିମୁଖେ ଯାତ୍ରା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story