ରାସ୍ତା ମଝିରେ ହୁତୁହୁତୁ ଜଳିଗଲା ଭ୍ୟାନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ କିମ୍ ହସ୍‌ପିଟାଲ ପଛପଟ ରାସ୍ତାରେ ଏକ ଚଳନ୍ତା ମାଲବାହୀ ଭ୍ୟାନ୍‌ରେ ନିଆଁ ଲାଗି ଯାଇଛି। ଭ୍ୟାନ୍‌ଟି ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଯାଇଛି। ଅପରାହ୍ଣ ପ୍ରାୟ ଗୋଟାଏ ସମୟରେ ଏହି ଘଟଣା ଘଟିଛି। ଭ୍ୟାନ୍‌ରେ ବିପୁଳ ପରିମାଣରେ କୌଣସି ରାସାୟନିକ ଦ୍ରବ୍ୟ ଲଦା ଯାଇଥିବା ଦେଖିବାକୁ ମିଳିଥିଲା। ଦୁଇଟି ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁକୁ ଆୟତ୍ତ କରିବାକୁ ସେମାନଙ୍କୁ ଦୁଇଘଣ୍ଟା ସମୟ ଲାଗିଥିଲା। ତେବେ ଭ୍ୟାନ୍‌ଟି […]

road9999

road9999

Tapaswini Nayak
  • Published: Thursday, 05 September 2019
  • Updated: 05 September 2019, 02:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ କିମ୍ ହସ୍‌ପିଟାଲ ପଛପଟ ରାସ୍ତାରେ ଏକ ଚଳନ୍ତା ମାଲବାହୀ ଭ୍ୟାନ୍‌ରେ ନିଆଁ ଲାଗି ଯାଇଛି। ଭ୍ୟାନ୍‌ଟି ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଯାଇଛି। ଅପରାହ୍ଣ ପ୍ରାୟ ଗୋଟାଏ ସମୟରେ ଏହି ଘଟଣା ଘଟିଛି।

ଭ୍ୟାନ୍‌ରେ ବିପୁଳ ପରିମାଣରେ କୌଣସି ରାସାୟନିକ ଦ୍ରବ୍ୟ ଲଦା ଯାଇଥିବା ଦେଖିବାକୁ ମିଳିଥିଲା। ଦୁଇଟି ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁକୁ ଆୟତ୍ତ କରିବାକୁ ସେମାନଙ୍କୁ ଦୁଇଘଣ୍ଟା ସମୟ ଲାଗିଥିଲା।

ତେବେ ଭ୍ୟାନ୍‌ଟି କିପରି ନିଆଁ ଲାଗିଲା ତା’ର କାରଣ ଜଣାପଡ଼ିନାହିଁ। ଗାଡିଟି ସମ୍ପୂର୍ଣ୍ଣ ଜଳିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story