ଦୁଇ ମାସର ଝିଅ ସହ ମହିଳା ନକ୍ସଲଙ୍କ ଆତ୍ମସମର୍ପଣ

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ଏସ୍‌ପିଙ୍କ ନିକଟରେ ଜଣେ ମହିଳା ନକ୍ସଲ ନିଜର ଦୁଇ ମାସର ଶିଶୁକନ୍ୟା ସହ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ନାଁ ପାର୍ବତୀ ଓରଫ ରିଙ୍କି। ତାଙ୍କ ଘର ଛତିଶଗଡ଼ ବିଜାପୁର ଜିଲ୍ଲା ମାରଥୁ ଥାନା ଅନ୍ତର୍ଗତ  ୱାଖାମ୍ ଗାଁରେ। ରିଙ୍କି ସିପିଆଇ ନକ୍ସଲ ବାସଧରା-ଘୁମୁସର-ନାଗାବଳୀ ଡିଭିଜନ ଇନ୍ଦ୍ରାବତୀ ଓ ଘୁମୁସର ଦଳମ୍‌ର ସଦସ୍ୟା ଥିଲେ। ଏଥିସହ ତାଙ୍କ ସ୍ୱାମୀ ରାଜା ନକ୍ସଲ ସଙ୍ଗଠନ ବିଜିଏନ୍‌ ଦଳମ୍‌ର ଏସିଏମ୍‌ ଅଛନ୍ତି । ରାୟଗଡ଼ା […]

naxal

naxal

Jyoshna Pradhan
  • Published: Thursday, 07 November 2019
  • Updated: 07 November 2019, 03:03 PM IST

Sports

Latest News

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ଏସ୍‌ପିଙ୍କ ନିକଟରେ ଜଣେ ମହିଳା ନକ୍ସଲ ନିଜର ଦୁଇ ମାସର ଶିଶୁକନ୍ୟା ସହ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ନାଁ ପାର୍ବତୀ ଓରଫ ରିଙ୍କି। ତାଙ୍କ ଘର ଛତିଶଗଡ଼ ବିଜାପୁର ଜିଲ୍ଲା ମାରଥୁ ଥାନା ଅନ୍ତର୍ଗତ  ୱାଖାମ୍ ଗାଁରେ। ରିଙ୍କି ସିପିଆଇ ନକ୍ସଲ ବାସଧରା-ଘୁମୁସର-ନାଗାବଳୀ ଡିଭିଜନ ଇନ୍ଦ୍ରାବତୀ ଓ ଘୁମୁସର ଦଳମ୍‌ର ସଦସ୍ୟା ଥିଲେ। ଏଥିସହ ତାଙ୍କ ସ୍ୱାମୀ ରାଜା ନକ୍ସଲ ସଙ୍ଗଠନ ବିଜିଏନ୍‌ ଦଳମ୍‌ର ଏସିଏମ୍‌ ଅଛନ୍ତି ।

ରାୟଗଡ଼ା ଏସ୍‌ପିଙ୍କ ସୂଚନା ଅନୁସାରେ,  ରିଙ୍କି ଗର୍ଭବତୀ ହେବା ପରେ ତାଙ୍କୁ ନକ୍ସଲମାନେ ଏକାକୀ ଜଙ୍ଗଲ ଭିତରେ ଛାଡ଼ି ଦେଇଥିଲେ। ନକ୍ସଲ ସଙ୍ଗଠନରେ ମହିଳାମାନଙ୍କୁ ହୀନଦୃଷ୍ଟିରେ ଦେଖାଯାଉଥିବା  ଓ ମହିଳା ନକ୍ସଲମାନେ ନିର୍ଯାତନାର ଶିକାର ହେଉଥିବା କାରଣରୁ ରିଙ୍କି ନକ୍ସଲ ସଙ୍ଗଠନ ଛାଡ଼ିଥିବା ଏସ୍‌ପି ପ୍ରେସ୍‌ ବିବୃତ୍ତିରେ ସୂଚନା ଦେଇଛନ୍ତି।

ରିଙ୍କଙ୍କ ନାଁରେ ୧ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ଥିଲା। ସେ ରାୟଗଡ଼ା ଜିଲ୍ଲା କଡ୍ରାବଣ୍ଡଲୀ ଗୁଳିକାଣ୍ଡ,  ଧାମପଙ୍ଗା ଗୁଳିକାଣ୍ଡ, ଜାରପା ନିକଟରେ ଏସ୍‌ଓଜି ଟିମ୍‌ ଉପରେ ଆକ୍ରମଣ,  କଳାହାଣ୍ଡି ଜିଲ୍ଲାରେ ଠିକାଦାର ରାଜେନ୍ଦ୍ର ସାହୁ ହତ୍ୟା, ବହୁପଦର ଗାଁର ଭୀମା ଦୋରା ହତ୍ୟାକାଣ୍ଡ, ଝିମିରୀ ଜଙ୍ଗଲରେ ଗୁଳି ବିନିମୟ ଆଦି ଘଟଣାରେ ସଂପୃକ୍ତ ଥିବା ରାୟଗଡ଼ା ଏସ୍‌ପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story