୫୦୦ ଟଙ୍କା ପାଇଁ ଖୁଡ଼ୀକୁ ହତ୍ୟା କଲା ପୁତୁରା

ଆନନ୍ଦପୁର (ମୁନା ସିଂହ): ମାତ୍ର ୫୦୦ ଟଙ୍କା ପାଇଁ ଖୁଡ଼ୀକୁ ମାରିଦେଲା ପୁତୁରା। ଏ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଡୁମୁରିଆଁ ଗାଁରେ। ମୃତକ ମହିଳାଙ୍କ ନାଁ ରୁବେଇ ଦାସ। ଅଭିଯୁକ୍ତର ନାଁ ସାଧୁ ଦାସ। ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏ ଘଟଣା ଘଟିଥିଲା। ସାଧୁ ତାଙ୍କର ୫୦୦ ଟଙ୍କା ଘରେ କେଉଁଠି ରଖି ଦେଇଥିଲେ। ଖୋଜାଖୋଜି କରିବା ପରେ ମଧ୍ୟରେ ତାଙ୍କୁ ଟଙ୍କା ମିଳି ନଥିଲା। ଏନେଇ […]

dead-body

dead-body

Jyoshna Pradhan
  • Published: Sunday, 28 April 2019
  • Updated: 28 April 2019, 12:59 PM IST

Sports

Latest News

ଆନନ୍ଦପୁର (ମୁନା ସିଂହ): ମାତ୍ର ୫୦୦ ଟଙ୍କା ପାଇଁ ଖୁଡ଼ୀକୁ ମାରିଦେଲା ପୁତୁରା। ଏ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଡୁମୁରିଆଁ ଗାଁରେ।

ମୃତକ ମହିଳାଙ୍କ ନାଁ ରୁବେଇ ଦାସ। ଅଭିଯୁକ୍ତର ନାଁ ସାଧୁ ଦାସ।

ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏ ଘଟଣା ଘଟିଥିଲା। ସାଧୁ ତାଙ୍କର ୫୦୦ ଟଙ୍କା ଘରେ କେଉଁଠି ରଖି ଦେଇଥିଲେ। ଖୋଜାଖୋଜି କରିବା ପରେ ମଧ୍ୟରେ ତାଙ୍କୁ ଟଙ୍କା ମିଳି ନଥିଲା। ଏନେଇ ଖୁଡ଼ୀଙ୍କ ସହିତ ତାଙ୍କର କିଛି କଥା କଟାକଟି ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ସାଧୁ ଏକ କୁରାଢ଼ିରେ ରୁବେଇଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଘଟଗାଁ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ସାଧୁଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story