ଅଭିନୟ କରିବାକୁ କହି ଫ୍ୟାସନ୍‌ ଡିଜାଇନିଂ ଛାତ୍ରୀଙ୍କୁ ଠକିଲେ, ଲୁଟିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଭିନୟ କରିବାକୁ କହି ଫ୍ୟାସନ୍‌ ଡିଜାଇନିଂ ଛାତ୍ରୀଙ୍କୁ ଠକିଲେ ଓ ଲୁଟିଲେ। ତାହା ପୁଣି ଜଣେ ଛାତ୍ରୀ ନୁହେଁ, ଏକକାଳୀନ ୧୯ ଛାତ୍ରୀଙ୍କୁ ଠକିଛନ୍ତି ଜଣେ ଯୁବକ। ଯିଏ ନିଜକୁ ବଲିଉଡ୍‌ ଜଣେ ସଫଳ ପ୍ରଯୋଜକ ଓ ନିର୍ଦ୍ଦେଶକ ବୋଲି ପରିଚୟ ଦେଇଥିଲେ। ମଡେଲିଂ କରିବାର ପ୍ରଲୋଭନ ଦେଖାଇ ଯୁବକ ଜଣକ ଠକେଇ କରିଥିବା ଅଭିଯୋଗ ହୋଇଛି। ଠକେଇ କରିଥିବା ଅଭିଯୁକ୍ତ ହେଉଛନ୍ତି ଅବିନାଶ ରାଉତ। ଅବିନାଶ ରାଉତ ଗୋଟିଏ ବିଜ୍ଞାପନ ସୁଟିଂ […]

BBSR

BBSR

Manoranjan Sial
  • Published: Saturday, 02 October 2021
  • Updated: 02 October 2021, 09:01 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଭିନୟ କରିବାକୁ କହି ଫ୍ୟାସନ୍‌ ଡିଜାଇନିଂ ଛାତ୍ରୀଙ୍କୁ ଠକିଲେ ଓ ଲୁଟିଲେ। ତାହା ପୁଣି ଜଣେ ଛାତ୍ରୀ ନୁହେଁ, ଏକକାଳୀନ ୧୯ ଛାତ୍ରୀଙ୍କୁ ଠକିଛନ୍ତି ଜଣେ ଯୁବକ। ଯିଏ ନିଜକୁ ବଲିଉଡ୍‌ ଜଣେ ସଫଳ ପ୍ରଯୋଜକ ଓ ନିର୍ଦ୍ଦେଶକ ବୋଲି ପରିଚୟ ଦେଇଥିଲେ। ମଡେଲିଂ କରିବାର ପ୍ରଲୋଭନ ଦେଖାଇ ଯୁବକ ଜଣକ ଠକେଇ କରିଥିବା ଅଭିଯୋଗ ହୋଇଛି। ଠକେଇ କରିଥିବା ଅଭିଯୁକ୍ତ ହେଉଛନ୍ତି ଅବିନାଶ ରାଉତ।

ଅବିନାଶ ରାଉତ ଗୋଟିଏ ବିଜ୍ଞାପନ ସୁଟିଂ ପାଇଁ ଛାତ୍ରୀମାନଙ୍କଠାରୁ ଟଙ୍କା ନେଇଥିଲେ। ନାମିଦାମୀ ବ୍ରାଣ୍ଡର ବିଜ୍ଞାପନରେ ମଡେଲିଂ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ତେବେ ଟଙ୍କା ନେବା ପରେ ସେ ଆଉ ଧରା ଛୁଆଁ ଦେଇନଥିଲେ। ଏ ନେଇ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ଠକାମୀର ଶିକାର ଛାତ୍ରୀ। କମିଶନରେଟ୍‌ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ନାଁରେ ପୂର୍ବରୁ ସହିଦ ନଗର ଥାନାରେ ମଧ୍ୟ ଠକେଇ ମାମଲା ରହିଥିବା ପୁଲିସ କହିଛି। ହେଲେ ଏପର୍ଯ୍ୟନ୍ତ ପୁଲିସ ଜାଲରେ ପଡ଼ିନି ଅବିନାଶ।

ଅଭିଯୋଗକାରୀ ଛାତ୍ରୀ ଅନୁପ୍ରିୟା ଚାନ୍ଦ କହିଛନ୍ତି-“ଅବିନାଶ ରାଉତ ନିଜକୁ ବଲିଉଡ୍‌ର ଜଣେ ପ୍ରତିଷ୍ଠିତ ପ୍ରଯୋଜକ ଓ ସହକାରୀ ନିର୍ଦ୍ଦେଶକ କହିଥିଲେ। ସେ ଗୋଟିଏ ଚ୍ୟାନେଲର ମାଲିକ। ବଲିଉଡ୍‌ ୨୪ ନ୍ୟୁଜ୍‌ ତାଙ୍କ ଚ୍ୟାନେଲର ନାଁ। ଏହି ଚ୍ୟାନେଲ୍‌କୁ ବହୁ ଲୋକ ଜାଣିଛନ୍ତି ବୋଲି କହିଥିଲେ। ଏହାଛଡ଼ା ଗୋଟିଏ ଆଡ୍‌ କରିବାକୁ ସେ ମୋତେ କହିଥିଲେ। ତାଙ୍କ କଥାରେ ମୁଁ ରାଜି ହୋଇଥିଲି। ଏଥିପାଇଁ ୧୮ ହଜାର ଟଙ୍କା ଦରମା ମିଳିବ କିନ୍ତୁ ୧୦ % ଅର୍ଥାତ ୩୨୦୦ ଟଙ୍କା କଷ୍ଟ୍ୟୁମ୍‌ ପାଇଁ ଦେବାକୁ ପଡ଼ିବ ବୋଲି କହିଥିଲେ। ତାଙ୍କ କଥାରେ ପଡ଼ି ଟଙ୍କା ଦେଇଥିଲି। ସେ ମୋଠାରୁ ୮୦ ହଜାର ଟଙ୍କା ଠକିଛି।”

https://youtu.be/ASJeWLQTux0

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story