ରାପିଡ୍ ଟେଷ୍ଟ କିଟ୍ ବ୍ୟବହାର ନକରିବାକୁ ମୁଖ୍ୟ ସଚିବଙ୍କୁ ପରାମର୍ଶ

dontrapid antibody test kit

corona-kit

corona-kit

Manoranjan Sial
  • Published: Monday, 27 April 2020
  • Updated: 27 April 2020, 08:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଥିବାବେଳେ ଏବେ ରାପିଡ୍ ଟେଷ୍ଟ୍ କିଟ ମାଧ୍ୟମରେ ନମୂନା ପରୀକ୍ଷା ନକରିବାକୁ ଆଇସିଏମଆର ପକ୍ଷରୁ ପରାମର୍ଶ ଦିଆଯାଇଛି। ଗତ ସପ୍ତାହରେ ଭୁବନେଶ୍ୱରରେ ରାପିଡ୍ ଟେଷ୍ଟ କିଟ୍ ମାଧ୍ୟମରେ ପ୍ରାୟ ୫ହଜାର ନମୂନା ପରୀକ୍ଷା ହୋଇଥିଲା।

ଆଇସିଏମଆର ପକ୍ଷରୁ ଓଡ଼ିଶା ସମେତ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖି କରୋନା ରାପିଡ୍ ଟେଷ୍ଟ୍ କିଟ୍ ମାଧ୍ୟମରେ ପରୀକ୍ଷା ନକରିବାକୁ ପରାମର୍ଶ ଦିଆଯାଇଛି। ଅନେକ ରାଜ୍ୟ ଆଇସିଏମଆର ଜରିଆରେ ରାପିଡ୍ ଟେଷ୍ଟ୍ କିଟ୍ ନେଇଛନ୍ତି। କିଛି ରାଜ୍ୟର ଅଭିଯୋଗ ପରେ ଟେଷ୍ଟ୍ କିଟ୍ ପରୀକ୍ଷା କରାଯାଇଥିଲା। ଚୀନର ଦୁଇ କମ୍ପାନୀ ଦେଇଥିବା କିଟ୍ ନିମ୍ନମାନର ରହିଛି ବୋଲି ଜଣାପଡ଼ିଛି। ରାପିଡ୍ ଟେଷ୍ଟ୍ କିଟ୍ ବ୍ୟବହାର ବନ୍ଦ ପାଇଁ କୁହାଯିବା ସହ ସମ୍ପୃକ୍ତ ଦୁଇ କମ୍ପାନୀର କିଟ୍ ଫେରାଇବାକୁ ମଧ୍ୟ ଆଇସିଏମଆର ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, କରୋନା ହଟସ୍ପଟ୍ ଭୁବନେଶ୍ୱରରେ ରାପିଡ୍ ଟେଷ୍ଟ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏପରିକି ଭୁବନେଶ୍ୱରରେ ୩ଦିନ ମଧ୍ୟରେ ପ୍ରାୟ ରାପିଡ୍ ଟେଷ୍ଟ୍ କିଟ୍ ସହାୟତାରେ ୪୮୦୦ଜଣ ଲୋକଙ୍କ ନମୂନା ପରୀକ୍ଷା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story