ଥମୁନି ମାଙ୍କଡ଼ ଆତଙ୍କ: ଆଉ ଜଣଙ୍କୁ ଆକ୍ରମଣ, ରାସ୍ତା ଅବରୋଧ କଲେ ଲୋକେ

<p>ଆଠଗଡ଼ (ଓଡ଼ିଶା ରିପୋର୍ଟର): ଆଠଗଡ଼ ଅଞ୍ଚଳରେ ମାଙ୍କଡ଼ ଆତଙ୍କ ଥମିବାର ନାଁ ନେଉନାହିଁ। ନୂଆଗଡ଼ ଗାଁରେ ମାଙ୍କଡ଼ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ହାତ, ଗୋଡ଼ ଓ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି।</p> <p>ଆଠଗଡ଼ କଟକିଆ ସାହିରେ କିଛିଦିନ ଧରି ମାଙ୍କଡ଼ ଆତଙ୍କ ଜାରି ରହିଥିବା ବେଳେ ପୂର୍ବରୁ କିଛି ଗାଁଲୋକ ଆହତ ହୋଇଥିଲେ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବନ ବିଭାଗ ମାଙ୍କଡ଼ ଧରିବା ପାଇଁ କୌଣସି ପଦକ୍ଷେପ ନନେବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଏପରିକି ଉତ୍ତ୍ୟକ୍ତ ଲୋକେ ନୂଆଗଡ଼ ଠାରେ ଟାୟାର ଜାଳି ମୁଣ୍ଡଳି-ସର୍ପେଶ୍ୱର ରାସ୍ତା ଅବରୋଧ କରିଛନ୍ତି।</p>

Ordigital Desk
  • Published: Friday, 17 November 2017
  • Updated: 17 November 2017, 06:29 PM IST
<p>ଆଠଗଡ଼ (ଓଡ଼ିଶା ରିପୋର୍ଟର): ଆଠଗଡ଼ ଅଞ୍ଚଳରେ ମାଙ୍କଡ଼ ଆତଙ୍କ ଥମିବାର ନାଁ ନେଉନାହିଁ। ନୂଆଗଡ଼ ଗାଁରେ ମାଙ୍କଡ଼ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ହାତ, ଗୋଡ଼ ଓ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି।</p><p>ଆଠଗଡ଼ କଟକିଆ ସାହିରେ କିଛିଦିନ ଧରି ମାଙ୍କଡ଼ ଆତଙ୍କ ଜାରି ରହିଥିବା ବେଳେ ପୂର୍ବରୁ କିଛି ଗାଁଲୋକ ଆହତ ହୋଇଥିଲେ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବନ ବିଭାଗ ମାଙ୍କଡ଼ ଧରିବା ପାଇଁ କୌଣସି ପଦକ୍ଷେପ ନନେବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଏପରିକି ଉତ୍ତ୍ୟକ୍ତ ଲୋକେ ନୂଆଗଡ଼ ଠାରେ ଟାୟାର ଜାଳି ମୁଣ୍ଡଳି-ସର୍ପେଶ୍ୱର ରାସ୍ତା ଅବରୋଧ କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos