ଆଜି ଗୋଟିଏ ମଞ୍ଚରେ ବସିବେ ନବୀନ ଓ ପ୍ୟାରୀ

ଭୁବନେଶ୍ୱର: ଗୁରୁବାର ଗୋଟିଏ ମଞ୍ଚରେ ଏକାଠି ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡ଼ିଶା ଜନମୋର୍ଚ୍ଚା ସଭାପତି ତଥା ସାଂସଦ ପ୍ୟାରୀମୋହନ ମହାପାତ୍ର। ସବୁ କଳ୍ପନା ଜଳ୍ପନାକୁ ଅବସାନ କରି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ଉଦଘାଟନୀ ଉତ୍ସବରେ ଯୋଗ ଦେବା ପାଇଁ ସହମତି ପ୍ରକାଶ କରିଛନ୍ତି। କେନ୍ଦ୍ର ରେଳ ମନ୍ତ୍ରୀ ସୁରେଶ ପ୍ରଭୁ  ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ଖୋର୍ଦ୍ଧାଠାରୁ ବେଗୁନିଆ ପର୍ଯ୍ୟନ୍ତ ରେଳଲାଇନ୍, ଖୋର୍ଦ୍ଧା ଓ ବେଗୁନିଆ ଷ୍ଟେସନ୍ ତଥା ପାସେଞ୍ଜର ଟ୍ରେନ୍ ଚଳାଚଳର ଶୁଭାରମ୍ଭ ଭିଡିଓ କନଫରେନ୍ସି ମାଧ୍ୟମରେ କରିବାର ଯୋଜନା […]

nabin-pyarimohon

nabin-pyarimohon

Rakesh Mallick
  • Published: Thursday, 16 July 2015
  • Updated: 16 July 2015, 06:25 AM IST

Sports

Latest News

ଭୁବନେଶ୍ୱର: ଗୁରୁବାର ଗୋଟିଏ ମଞ୍ଚରେ ଏକାଠି ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡ଼ିଶା ଜନମୋର୍ଚ୍ଚା ସଭାପତି ତଥା ସାଂସଦ ପ୍ୟାରୀମୋହନ ମହାପାତ୍ର। ସବୁ କଳ୍ପନା ଜଳ୍ପନାକୁ ଅବସାନ କରି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ଉଦଘାଟନୀ ଉତ୍ସବରେ ଯୋଗ ଦେବା ପାଇଁ ସହମତି ପ୍ରକାଶ କରିଛନ୍ତି।

କେନ୍ଦ୍ର ରେଳ ମନ୍ତ୍ରୀ ସୁରେଶ ପ୍ରଭୁ  ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ଖୋର୍ଦ୍ଧାଠାରୁ ବେଗୁନିଆ ପର୍ଯ୍ୟନ୍ତ ରେଳଲାଇନ୍, ଖୋର୍ଦ୍ଧା ଓ ବେଗୁନିଆ ଷ୍ଟେସନ୍ ତଥା ପାସେଞ୍ଜର ଟ୍ରେନ୍ ଚଳାଚଳର ଶୁଭାରମ୍ଭ ଭିଡିଓ କନଫରେନ୍ସି ମାଧ୍ୟମରେ କରିବାର ଯୋଜନା ରହିଛି। ଏହି ଉତ୍ସବରେ ନିଶ୍ଚିତ ଭାବେ ପ୍ୟାରୀମୋହନ ମହାପାତ୍ର ଯୋଗ ଦେବା ନେଇ ଓଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି। ପୂର୍ବତଟ ରେଲବାଇ ପକ୍ଷରୁ ତାଙ୍କୁ ଦିଆଯାଇଥିବା ଆମନ୍ତ୍ରଣକୁ ସେ ଗ୍ରହଣ କରିଛନ୍ତି।  ସୂଚନାଯୋଗ୍ୟ ଏଥିରେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେବେ।

ତେବେ ଯଦି ପ୍ୟାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି, ତେବେ ୨୦୧୨ର ମେ ୨୯ ବିଦ୍ରୋହ ଘଟଣା ପରେ ପ୍ରଥମ ଥର ଲାଗି ନବୀନ-ପ୍ୟାରୀଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story