ଆଜି ଶ୍ରୀଜିଉଙ୍କ ବନକଲାଗି

ପୁରୀ: ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ଅନୁଷ୍ଠିତ ହେବ। ମହାପ୍ରଭୁଙ୍କୁ ହିଙ୍ଗୁଳା, ହରିତାଳ, ଶଙ୍ଖ ଧଳା, ଦୀପ କଳା, କସ୍ତୁରୀ ମିଶ୍ରିତ ପ୍ରାକୃତିକ ରଙ୍ଗରେ ଶୃଙ୍ଗାର କରାଯିବ। ଦତ୍ତମହାପାତ୍ର ସେବାୟତମାନେ ଏହି ନୀତି ସମାପନ କରିବେ। ସକାଳ ଧୂପ ନୀତି, ମାଜଣା ଓ ମଇଲମ୍‌ ହେବ। ଭୋଗମଣ୍ଡପ ଛେକ ପରେ ଲକ୍ଷ୍ମୀ-ସରସ୍ୱତୀ ରତ୍ନ ସିଂହାସନ ବିଜେ କରିବେ। ଏହା ପରେ ମଧ୍ୟାହ୍ନ ଧୂପ ନୀତି ଅନୁଷ୍ଠିତ ହେବ। ତା’ପରେ ଦକ୍ଷିଣୀ ଘର ଭୋଗ […]

puri

puri

Rakesh Mallick
  • Published: Thursday, 31 March 2016
  • Updated: 31 March 2016, 03:17 AM IST

Sports

Latest News

ପୁରୀ: ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ଅନୁଷ୍ଠିତ ହେବ। ମହାପ୍ରଭୁଙ୍କୁ ହିଙ୍ଗୁଳା, ହରିତାଳ, ଶଙ୍ଖ ଧଳା, ଦୀପ କଳା, କସ୍ତୁରୀ ମିଶ୍ରିତ ପ୍ରାକୃତିକ ରଙ୍ଗରେ ଶୃଙ୍ଗାର କରାଯିବ। ଦତ୍ତମହାପାତ୍ର ସେବାୟତମାନେ ଏହି ନୀତି ସମାପନ କରିବେ। ସକାଳ ଧୂପ ନୀତି, ମାଜଣା ଓ ମଇଲମ୍‌ ହେବ। ଭୋଗମଣ୍ଡପ ଛେକ ପରେ ଲକ୍ଷ୍ମୀ-ସରସ୍ୱତୀ ରତ୍ନ ସିଂହାସନ ବିଜେ କରିବେ। ଏହା ପରେ ମଧ୍ୟାହ୍ନ ଧୂପ ନୀତି ଅନୁଷ୍ଠିତ ହେବ।

ତା’ପରେ ଦକ୍ଷିଣୀ ଘର ଭୋଗ ଓ ଦ୍ୱିତୀୟ ଭୋଗ ମଣ୍ଡପ ଉଠିବ। ଏହାପରେ ମଇଲମ୍‌ ତଡ଼ପଲାଗି ଓ ପହୁଡ଼ ଆଳତୀ ନୀତି ଅନୁଷ୍ଠିତ ହେବ। ଏ ସମସ୍ତ କାର୍ଯ୍ୟ ସମ୍ପନ୍ନ ହେଲାପରେ  ଦତ୍ତ ମହାପାତ୍ର ସେବକ ରତ୍ନ ସିଂହାସନକୁ ପ୍ରବେଶ କରିବେ।

୩ ବାଡ଼ରେ ୬ ଜଣ ଦତ୍ତ ମହାପାତ୍ର  ସେବକ ଶ୍ରୀଜିଉଙ୍କ ବନକଲାଗି କରିବେ। ଏହି ସମସ୍ତ ପ୍ରକ୍ରିୟା ଦିନ ଗୋଟାଏରୁ ଆରମ୍ଭ ହୋଇ  ୪ଟା ପର୍ଯ୍ୟନ୍ତ ଚାଲିବ। ତେବେ ଏହି ସମୟରେ  ଭକ୍ତମାନଙ୍କ ପାଇଁ ଦିଅଁ ଦର୍ଶନ ବନ୍ଦ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story