ଆରମ୍ଭ ହେଲା ଯୁକ୍ତଦୁଇ ଆଡମିଶନ ପ୍ରକ୍ରିୟା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ଆଡମିଶନ ପ୍ରକ୍ରିୟା। ଛାତ୍ରଛାତ୍ରୀ ମାନେ ଉଚ୍ଚଶିକ୍ଷା ବିଭାଗର ୱେବସାଇଟ ଡବ୍ଲୁଡବ୍ଲୁଡବ୍ଲୁ ଡିଏଚ୍ଇ ଓରିଶା ଡଟ୍ ଇନର ଆଡମିଶନ୍ ପାଇଁ ଆବେଦନ କରିପାରିବେ । ୱେବସାଇଟରେ କମନ୍ ଆପ୍ଲିକେସନ ଫର୍ମକୁ ଯାଇ ଆବେଦନ କରିହେବ। ଆବଶ୍ୟକ ତଥ୍ୟ ଦେଇ ଛାତ୍ରଛାତ୍ରୀମାନେ ଆଜି ପୂର୍ବାହ୍ନ ୧୦ଟା ପରଠାରୁ ଆବେଦନ କରିପାରିବେ। ବିଜ୍ଞାନ, ବାଣିଜ୍ୟ ଏବଂ କଳା ପାଇଁ ଗୋଟିଏ ଫର୍ମରେ ଆବେଦନ କରିହେବ। ଗୋଟିଏ ଫର୍ମରେ ସର୍ବାଧିକ ୬ଟି କଲେଜ ପାଇଁ ଆବେଦନ […]

addmisson

addmisson

Rakesh Mallick
  • Published: Monday, 08 June 2015
  • Updated: 08 June 2015, 04:28 AM IST

Sports

Latest News

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ଆଡମିଶନ ପ୍ରକ୍ରିୟା। ଛାତ୍ରଛାତ୍ରୀ ମାନେ ଉଚ୍ଚଶିକ୍ଷା ବିଭାଗର ୱେବସାଇଟ ଡବ୍ଲୁଡବ୍ଲୁଡବ୍ଲୁ ଡିଏଚ୍ଇ ଓରିଶା ଡଟ୍ ଇନର ଆଡମିଶନ୍ ପାଇଁ ଆବେଦନ କରିପାରିବେ । ୱେବସାଇଟରେ କମନ୍ ଆପ୍ଲିକେସନ ଫର୍ମକୁ ଯାଇ ଆବେଦନ କରିହେବ। ଆବଶ୍ୟକ ତଥ୍ୟ ଦେଇ ଛାତ୍ରଛାତ୍ରୀମାନେ ଆଜି ପୂର୍ବାହ୍ନ ୧୦ଟା ପରଠାରୁ ଆବେଦନ କରିପାରିବେ। ବିଜ୍ଞାନ, ବାଣିଜ୍ୟ ଏବଂ କଳା ପାଇଁ ଗୋଟିଏ ଫର୍ମରେ ଆବେଦନ କରିହେବ। ଗୋଟିଏ ଫର୍ମରେ ସର୍ବାଧିକ ୬ଟି କଲେଜ ପାଇଁ ଆବେଦନ କରିବାର ସୁବିଧା ରହିଛି। ଫର୍ମ ପୂରଣ ପରେ ଏହାର ୨ଟି କପି ପ୍ରିଣ୍ଟ ବାହାର କରିବାକୁ ପଡ଼ିବ। ଗୋଟିଏ କଲେଜ୍ କପି ଏବଂ ଅନ୍ୟଟି ଆପ୍ଲିକେଣ୍ଟ କପି। ଏ ଦୁଇଟି କପି ସହ ନିକଟସ୍ଥ ଯେ କୌଣସି ଯୁକ୍ତଦୁଇ କଲେଜକୁ ଯାଇ ଆବଶ୍ୟକ ଫି' ଦାଖଲ କରି ଆବେଦନ କରିପାରିବେ। ଏହାପରେ ମିଳିବ ଇଣ୍ଡେକ୍ସ ନମ୍ୱର। ଆଡମିଶନ ସଂପର୍କିତ ସୂଚନା ପାଇଁ ସାରା ରାଜ୍ୟରେ ୫୭୭ଟି ସାମ୍ସ ସେଣ୍ଟର ଖୋଲାଯାଇଛି। ଅନଲାଇନ୍ ବ୍ୟତୀତ ପିଲାମାନେ ଉଚ୍ଚଶିକ୍ଷା ୱେବସାଇଟରୁ ଫର୍ମ ଡାଉନଲୋଡ୍ କରି ଅଫଲାଇନରେ ମଧ୍ୟ ନିକଟସ୍ଥ ଯୁକ୍ତଦୁଇ କଲେଜକୁ ଯାଇ ଆବେଦନ କରିପାରିବେ। ଅନ୍ ଲାଇନ ପାଇଁ ଜୁନ୍ ୨୨ ଓ ଅଫ ଲାଇନ ଆବେଦନ ପାଇଁ ଶେଷ ତାରିଖ ରହିଛି ଜୁନ୍ ୨୩। ଜୁଲାଇ ୧ରେ ପ୍ରଥମ କଟଅଫ୍ ମାର୍କସ ପ୍ରକାଶ ପାଇବ। ଜୁଲାଇ ୪ ରୁ ୮ ମଧ୍ୟରେ ହେବ ପ୍ରଥମ ପର୍ଯ୍ୟାୟ ଆଡମିଶନ। ପ୍ରଥମ ପର୍ଯ୍ୟାୟରେ ମନୋନୀତ ପିଲା ସେହି କଲେଜରେ ଆଡମିଶନ ନେବାକୁ ବାଧ୍ୟ ନଚେତ୍ ଆଡମିଶନ ପ୍ରକ୍ରିୟାରୁ ବାଦ୍ ପଡିବେ। ଆବେଦନ ପରେ ଛାତ୍ରଛାତ୍ରୀ କେଉଁ କଲେଜ୍ ପାଇଁ ମନୋନୀତ ହୋଇଛନ୍ତି ସେନେଇ ଅନଲାଇନରେ ହିଁ ଇଣ୍ଟିମେସନ୍ ଲେଟର ପଠାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story