ଆମ୍ବୁଲାନ୍ସରେ ରହି ଯାଇଥିଲା ରୋଗୀଙ୍କ ବ୍ୟାଗ, ଠିକଣା ଖୋଜି ଫେରାଇଲେ ଡ୍ରାଇଭର

ଫୁଲବାଣୀ(ତ୍ରିନାଥ ସାହୁ): ମହାନତା ଦେଖାଇଲେ ଆମ୍ବୁଲାନ୍ସ ଡ୍ରାଇଭର । ଅଚେତ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିବା ଜଣେ ବୃଦ୍ଧଙ୍କୁ ମେଡିକାଲ ଆଣି ତାଙ୍କ ଜୀବନ ରକ୍ଷା କରିବା ସହ ତାଙ୍କ ବ୍ୟାଗରେ ଥିବା ଟଙ୍କା, ତଥା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ତାଙ୍କୁ ଫେରାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏପରି ଘଟଣା କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଘଟିଛି। ବୁଧବାର  ବଳସକୁମ୍ପା ପଞ୍ଚାୟତ ନୁଆସାହିର ଦେବାର୍ଜନ କୁଦେଇ ହାଟପଦାରେ ଅଚେତ ଅବସ୍ଥାରେ ପଡିଥିଲେ । ଏହି ସମୟରେ ଖବର ପାଇ […]

ambulnce

ambulnce

Niharika Rout
  • Published: Saturday, 19 February 2022
  • Updated: 19 February 2022, 02:15 PM IST

Sports

Latest News

ଫୁଲବାଣୀ(ତ୍ରିନାଥ ସାହୁ): ମହାନତା ଦେଖାଇଲେ ଆମ୍ବୁଲାନ୍ସ ଡ୍ରାଇଭର । ଅଚେତ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିବା ଜଣେ ବୃଦ୍ଧଙ୍କୁ ମେଡିକାଲ ଆଣି ତାଙ୍କ ଜୀବନ ରକ୍ଷା କରିବା ସହ ତାଙ୍କ ବ୍ୟାଗରେ ଥିବା ଟଙ୍କା, ତଥା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ତାଙ୍କୁ ଫେରାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏପରି ଘଟଣା କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଘଟିଛି।

ବୁଧବାର  ବଳସକୁମ୍ପା ପଞ୍ଚାୟତ ନୁଆସାହିର ଦେବାର୍ଜନ କୁଦେଇ ହାଟପଦାରେ ଅଚେତ ଅବସ୍ଥାରେ ପଡିଥିଲେ । ଏହି ସମୟରେ ଖବର ପାଇ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଅଚେତ ଅବସ୍ଥାରେ ଥିବା ଦେବାର୍ଜନଙ୍କ ବ୍ୟାଗ ଆମ୍ବୁଲାନ୍ସରେ  ରହି ଯାଇଥିଲା। ଉକ୍ତ ବ୍ୟାଗରେ ବୃଦ୍ଧଙ୍କ ୬ ହଜାର ଟଙ୍କା ସମେତ ଆଧାର କାର୍ଡ, ପାସବୁକ୍‌, ଏଟିଏମ୍‌ କାର୍ଡ ଆଦି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ରହିଥିଲା।

ଦେବାର୍ଜନଙ୍କୁ ମେଡିକାଲରେ ଛାଡ଼ି ଆସିଥିବା ଆମ୍ବୁଲାନ୍ସ ଡ୍ରାଇଭର ସୁନୀଲ କୁମାର ସାହୁ ପରେ ଆମ୍ବୁଲାନ୍ସରେ ତାଙ୍କ ବ୍ୟାଗ  ରହି ଯାଇଥିବା ଦେଖିବାକୁ ପାଇଲେ । ଏହାପରେ ବ୍ୟାଗ୍‌ରେ ଟଙ୍କା ସମେତ ତାଙ୍କ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିବା ଦେଖି ସେସବୁକୁ ଦେବାର୍ଜନଙ୍କୁ ଫେରାଇବାକୁ ତତ୍ପର ହୋଇ ଉଠିଲେ। ଏହାପରେ ବୃଦ୍ଧଙ୍କ ଠିକଣା ପାଇ ତାକୁ ଟଙ୍କା ସମେତ ସମସ୍ତ ଜିନିଷ ଫେରାଇ ଦେଇଛନ୍ତି  ।

ବ୍ୟାଗ ଫେରି ପାଇବା ପରେ ଆମ୍ବୁଲାନ ଡ୍ରାଇଭରଙ୍କୁ ଧନ୍ୟବାଦ ଜଣାଇଛନ୍ତି ବଳସକୁମ୍ପା ପଞ୍ଚାୟତ ନୁଆସାହିର ଦେବାର୍ଜନ କୁଦେଇ ।  ଲୋଭର ବଶବର୍ତ୍ତୀ ନହୋଇ ବୃଦ୍ଧ ବ୍ୟକ୍ତିଙ୍କୁ ବ୍ୟାଗ ଫେରାଇଥିବା ଡ୍ରାଇଭର ଏହା ତାଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story