ଆନନ୍ଦପୁର ପୋଲିସ-ଜନତା ସଂଘର୍ଷ ସ୍ଥଳରେ ୪ କଂଗ୍ରେସ ନେତା

ଆନନ୍ଦପୁର: ଗତ ୭ ତାରିଖରେ ଆନନ୍ଦପୁର ବେଲବାହାଳିରେ କୁଶେଇ ସେତୁ ସ୍ଥାନ ପରିବର୍ତ୍ତନୁ ନେଇ ଘଟିଥିବା ପୋଲିସ-ଜନତା ସଂଘର୍ଷ ସ୍ଥଳ ଶୁକ୍ରବାର ୪ କଂଗ୍ରେସ ନେତା ପରିଦର୍ଶନ କରିଛନ୍ତି । ବିରୋଧୀ ଦଳ ନେତା ନରସିଂହ ମିଶ୍ର ବେଲବାହାଳରେ ପହଞ୍ଚିଛନ୍ତି । ସେହିପରି ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା ଏବଂ ଅନନ୍ତ ସେଠୀ ବେଲବାହାଳିରେ ପହଞ୍ଚି ସଂଘର୍ଷର କାରଣ ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି । ଏହାସହ ଏହି ନେତାମାନେ ଆନ୍ଦୋଳନକାରୀଙ୍କ ସହ ଘଟଣା ନେଇ […]

narasingha

narasingha

Rakesh Mallick
  • Published: Friday, 10 July 2015
  • Updated: 10 July 2015, 01:24 PM IST

Sports

Latest News

ଆନନ୍ଦପୁର: ଗତ ୭ ତାରିଖରେ ଆନନ୍ଦପୁର ବେଲବାହାଳିରେ କୁଶେଇ ସେତୁ ସ୍ଥାନ ପରିବର୍ତ୍ତନୁ ନେଇ ଘଟିଥିବା ପୋଲିସ-ଜନତା ସଂଘର୍ଷ ସ୍ଥଳ ଶୁକ୍ରବାର ୪ କଂଗ୍ରେସ ନେତା ପରିଦର୍ଶନ କରିଛନ୍ତି । ବିରୋଧୀ ଦଳ ନେତା ନରସିଂହ ମିଶ୍ର ବେଲବାହାଳରେ ପହଞ୍ଚିଛନ୍ତି । ସେହିପରି ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା ଏବଂ ଅନନ୍ତ ସେଠୀ ବେଲବାହାଳିରେ ପହଞ୍ଚି ସଂଘର୍ଷର କାରଣ ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି । ଏହାସହ ଏହି ନେତାମାନେ ଆନ୍ଦୋଳନକାରୀଙ୍କ ସହ ଘଟଣା ନେଇ ୪ ନେତା ଆଲୋଚନା କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos