ବ୍ରହ୍ମପୁର: ଅନଶନ ଭାଙ୍ଗିଲେ ୧୦ ମାଓବାଦୀ

ବ୍ରହ୍ମପୁର: ଶୀଘ୍ର ନ୍ୟାୟପ୍ରଦାନ ନହେଲେ ଜାମିନରେ ଛାଡ଼ିବାକୁ ଦାବି କରି ଗତକାଲି ଠାରୁ ଗଞ୍ଜାମର ଭଞ୍ଜନଗର ଜେଲରେ ଅନଶନରେ ବସିଥିବା ୧୦ ଜଣ ମାଓବାଦୀ ଆଜି ଏଥିରୁ ଓହରି ଯାଇଛନ୍ତି। ସେମାନଙ୍କ ଦାବି ପୂରଣ କରିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯିବା ପରେ ସେମାନେ ଅନଶନ ଭାଙ୍ଗି ଥିଲେ। ସେମାନଙ୍କ ପରିବାର ଲୋକେ ମଧ୍ୟ ଆଜି ଆସି ସେମାନଙ୍କୁ ବୁଝାସୁଝା କରିଥିଲେ।   ଏହି ୧୦ ଜଣ ମାଓବାଦୀଙ୍କ ମଧ୍ୟରେ ୭ ଜଣ ପୁରୁଷ ହୋଇଥିବା […]

maoist

maoist

Rakesh Mallick
  • Published: Friday, 08 May 2015
  • Updated: 08 May 2015, 10:31 AM IST

Sports

Latest News

ବ୍ରହ୍ମପୁର: ଶୀଘ୍ର ନ୍ୟାୟପ୍ରଦାନ ନହେଲେ ଜାମିନରେ ଛାଡ଼ିବାକୁ ଦାବି କରି ଗତକାଲି ଠାରୁ ଗଞ୍ଜାମର ଭଞ୍ଜନଗର ଜେଲରେ ଅନଶନରେ ବସିଥିବା ୧୦ ଜଣ ମାଓବାଦୀ ଆଜି ଏଥିରୁ ଓହରି ଯାଇଛନ୍ତି। ସେମାନଙ୍କ ଦାବି ପୂରଣ କରିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯିବା ପରେ ସେମାନେ ଅନଶନ ଭାଙ୍ଗି ଥିଲେ। ସେମାନଙ୍କ ପରିବାର ଲୋକେ ମଧ୍ୟ ଆଜି ଆସି ସେମାନଙ୍କୁ ବୁଝାସୁଝା କରିଥିଲେ।   ଏହି ୧୦ ଜଣ ମାଓବାଦୀଙ୍କ ମଧ୍ୟରେ ୭ ଜଣ ପୁରୁଷ ହୋଇଥିବା ବେଳେ ଅନ୍ୟ ୩ ଜଣ ହେଉଛନ୍ତି ମହିଳା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos