ଅଙ୍ଗନୱାଡି କେନ୍ଦ୍ରରେ କିରୋସିନି ପିଇ ଅଢେଇ ବର୍ଷର ଝିଅ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଜିରାଳ ଅଙ୍ଗନୱାଡି କେନ୍ଦ୍ରରେ ଗତକାଲି ରୂପାଲି ରାଉତ (ଅଢେଇ ବର୍ଷ) କିରୋସିନି ପିଇ ଦେଇଛି। ଝିଅଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାକୁ ପ୍ରଥମେ କାମାକ୍ଷାନଗର ଓ ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଙ୍ଗନାୱାଡି କେନ୍ଦ୍ରରେ କୋଲ୍‌ଡ ଡ୍ରିଙ୍କ୍‌ ବୋତଲରେ କିରୋସିନି ରଖାଯାଇଥିଲା। ଝିଅଟି କୋଲ୍‌ଡ ଡ୍ରିଙ୍କ୍‌ ଭାବି ପିଇ ଦେଇଥିଲା। ଏ ନେଇ ଅଙ୍ଗନାୱାଡି ଦିଦି ଝିଅର ପରିବାରକୁ ଜଣାଇ ନ ଥିବା ଅଭିଯୋଗ ହୋଇଛି। ଝିଅଟିର ବାପା ଶଶିଭୂଷଣ […]

dkl

dkl

Rakesh Mallick
  • Published: Thursday, 04 August 2016
  • Updated: 04 August 2016, 12:56 PM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଜିରାଳ ଅଙ୍ଗନୱାଡି କେନ୍ଦ୍ରରେ ଗତକାଲି ରୂପାଲି ରାଉତ (ଅଢେଇ ବର୍ଷ) କିରୋସିନି ପିଇ ଦେଇଛି। ଝିଅଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାକୁ ପ୍ରଥମେ କାମାକ୍ଷାନଗର ଓ ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଅଙ୍ଗନାୱାଡି କେନ୍ଦ୍ରରେ କୋଲ୍‌ଡ ଡ୍ରିଙ୍କ୍‌ ବୋତଲରେ କିରୋସିନି ରଖାଯାଇଥିଲା। ଝିଅଟି କୋଲ୍‌ଡ ଡ୍ରିଙ୍କ୍‌ ଭାବି ପିଇ ଦେଇଥିଲା। ଏ ନେଇ ଅଙ୍ଗନାୱାଡି ଦିଦି ଝିଅର ପରିବାରକୁ ଜଣାଇ ନ ଥିବା ଅଭିଯୋଗ ହୋଇଛି।

ଝିଅଟିର ବାପା ଶଶିଭୂଷଣ ରାଉତ କହିଛନ୍ତି, “ଗତକାଲି ସକାଳ ୧୦ଟାରେ ଝିଅ ଅଙ୍ଗନାୱାଡି କେନ୍ଦ୍ରକୁ ଯାଇଥିଲା। ସେଠାରେ ଏକ ଥଣ୍ଡା ବୋତଲ୍‌ରେ କିରୋସିନି ଥିଲା ତାକୁ ସେ ପିଇ ଦେଇଥିଲା। ଝିଅର ଦେହ ଖରାପ ହେବାରୁ ଅଙ୍ଗନାୱାଡି ଦିଦି ଝିଅକୁ ଆଣି ଘରେ ଛାଡିଥିଲେ ମଧ୍ୟ କିରୋସିନ ପିଇଥିବା କଥା ଆମକୁ କହି ନ ଥିଲେ। ସନ୍ଧ୍ୟା ବେଳେ ଝିଅ ପାଟିରୁ କିରୋସିନି ବାସ୍ନା ହେଉଥିବା ଆମେ ଜାଣି କାମାକ୍ଷାନଗର ମେଡିକାଲକୁ ନେଇଥିଲୁ। ସେଠାରୁ ଝିଅକୁ ଢେଙ୍କାନାଳ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story