ଅନୁଗୋଳ: କୂଅରେ ପଡ଼ି ଦୁଇ ଶିଶୁ ମୃତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଚମ୍ପତିମୁଣ୍ଡା ଗାଁରେ କୂଅରେ ପଡି ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ମୃତ ଶିଶୁ ଦ୍ୱୟ ହେଲେ ରାଜେଶ ସାମଲ ଏବଂ ମୋନାଲିସା ସାମଲ । ଉଭୟ ଖେଳୁଥିବା ବେଳେ କୂଅରେ ପଡି ଯାଇଥିବା ସନ୍ଦେହ କରାଯାଉଛି । ପରିବାର ଲୋକେ ଏବଂ ଗ୍ରାମବାସୀ ଉଭୟଙ୍କୁ ତୁରନ୍ତ ଉଦ୍ଧାର କରି ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ପରିବାର […]

angul

angul

Rakesh Mallick
  • Published: Thursday, 22 October 2015
  • Updated: 22 October 2015, 03:01 PM IST

Sports

Latest News

ଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଚମ୍ପତିମୁଣ୍ଡା ଗାଁରେ କୂଅରେ ପଡି ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ମୃତ ଶିଶୁ ଦ୍ୱୟ ହେଲେ ରାଜେଶ ସାମଲ ଏବଂ ମୋନାଲିସା ସାମଲ । ଉଭୟ ଖେଳୁଥିବା ବେଳେ କୂଅରେ ପଡି ଯାଇଥିବା ସନ୍ଦେହ କରାଯାଉଛି । ପରିବାର ଲୋକେ ଏବଂ ଗ୍ରାମବାସୀ ଉଭୟଙ୍କୁ ତୁରନ୍ତ ଉଦ୍ଧାର କରି ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ପରିବାର ଲୋକେ ଶୁଶୁଙ୍କ ବ୍ୟବଚ୍ଛେଦ କରାଇ ନ ଦେଇ ଘରକୁ ନେଇଯାଇଥିବା ଜଣାପଡିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story