‘ଅଞ୍ଜଳି’ରେ ସାମିଲ ହେଲେ ବିଭିନ୍ନ ରାଜ୍ୟ ସହ ବାଂଲାଦେଶର ପ୍ରତିନିଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଆୟୋଜିତ ହେଉଛି ୧୮ତମ ଆନ୍ତର୍ଜାତିକ “ଅଞ୍ଜଳି ଚିଲଡ୍ରେନ୍‌ ଆଣ୍ଡ ୟୁଥ୍‌ ଫେଷ୍ଟିଭାଲ”। ବିଭିନ୍ନ ରାଜ୍ୟ ସହ ବାଂଲାଦେଶରୁ ଆସିଥିବା ପ୍ରତିନିଧି ଏହି ମହୋତ୍ସବରେ ଯୋଗ ଦେଇଛନ୍ତି। ଦେଶ ବିଦେଶର ଦିବ୍ୟାଙ୍ଗ ଶିଶୁ ଓ ଯୁବବର୍ଗଙ୍କୁ ନେଇ ଏହି ମହୋତ୍ସବର ଆୟୋଜନ କରାଯାଇଛି। ସ୍ୱାଭିମାନ ଅନୁଷ୍ଠାନ ପକ୍ଷରୁ ଏହି ମହୋତ୍ସବର ଆୟୋଜନ ହୋଇଛି। ଉତ୍ସବର ଆୟୋଜନ ଅବସରରେ ଭୁବନେଶ୍ୱରସ୍ଥିତ ଓଟିଭି ଅଫିସ୍‌ ପରିଦର୍ଶନରେ ଆସିଥିଲେ ଅଞ୍ଜଳି ମହୋତ୍ସବର ଏକ ଟିମ୍। ଏଥିରେ ମଧ୍ୟପ୍ରଦେଶ, ତ୍ରିପୁରା, […]

children-day-celebration-in-bhubaneswar

children-day-celebration-in-bhubaneswar

Manoranjan Sial
  • Published: Thursday, 14 November 2019
  • Updated: 14 November 2019, 09:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଆୟୋଜିତ ହେଉଛି ୧୮ତମ ଆନ୍ତର୍ଜାତିକ “ଅଞ୍ଜଳି ଚିଲଡ୍ରେନ୍‌ ଆଣ୍ଡ ୟୁଥ୍‌ ଫେଷ୍ଟିଭାଲ”। ବିଭିନ୍ନ ରାଜ୍ୟ ସହ ବାଂଲାଦେଶରୁ ଆସିଥିବା ପ୍ରତିନିଧି ଏହି ମହୋତ୍ସବରେ ଯୋଗ ଦେଇଛନ୍ତି। ଦେଶ ବିଦେଶର ଦିବ୍ୟାଙ୍ଗ ଶିଶୁ ଓ ଯୁବବର୍ଗଙ୍କୁ ନେଇ ଏହି ମହୋତ୍ସବର ଆୟୋଜନ କରାଯାଇଛି। ସ୍ୱାଭିମାନ ଅନୁଷ୍ଠାନ ପକ୍ଷରୁ ଏହି ମହୋତ୍ସବର ଆୟୋଜନ ହୋଇଛି।

ଉତ୍ସବର ଆୟୋଜନ ଅବସରରେ ଭୁବନେଶ୍ୱରସ୍ଥିତ ଓଟିଭି ଅଫିସ୍‌ ପରିଦର୍ଶନରେ ଆସିଥିଲେ ଅଞ୍ଜଳି ମହୋତ୍ସବର ଏକ ଟିମ୍। ଏଥିରେ ମଧ୍ୟପ୍ରଦେଶ, ତ୍ରିପୁରା, ନାଗାଲାଣ୍ଡ, ମହାରାଷ୍ଟ୍ର ଓ ହରିୟାଣାର ସଦସ୍ୟମାନେ ସାମିଲ ଥିଲେ। ଏହି ଟିମ୍ ସହ ୫ ଜଣିଆ ସ୍ୱେଚ୍ଛାସେବୀ ଦଳ ମଧ୍ୟ ଆସିଥିଲେ। ପୂରା ଟିମ୍ ଓଟିଭି କ୍ୟାମ୍ପସରେ ଖବର ପ୍ରସ୍ତୁତି ସଂପର୍କରେ ଜ୍ଞାନ ଆହରଣ ସହ ସମସ୍ତ ବିଭାଗ ବୁଲି ଦେଖିଥିଲେ। ତା’ଛଡ଼ା କ୍ୟାମେରା ଆଗରେ ସେମାନେ ନିଜ ନିଜ ପ୍ରତିଭାର ପରିପ୍ରକାଶ କରିଥିଲେ। ଏହାପରେ ଓଟିଭି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ।

ତ୍ରିପୁରା ଛାତ୍ରୀ ସେମୋ ସିରେନ କହିଛନ୍ତି-“ଓଡ଼ିଶା ହେଉଛି ବହୁ ସୁନ୍ଦର ରାଜ୍ୟ। ମୁଁ ଏହି ମହୋତ୍ସବରେ ସାମିଲ ହୋଇଥିବାରୁ ନଜକୁ ଗୌରବାନ୍ନିତ ମନେ କରୁଛି।”

ଅନ୍ୟପକ୍ଷରେ ସାମାଜିକ ଅନୁଷ୍ଠାନ ‘ଜୟ ଓଡ଼ିଶା’ ପକ୍ଷରୁ ଆଜି ରାଜଧାନୀର ବିଭିନ୍ନ ବସ୍ତି ଅଞ୍ଚଳରେ ବେଶ ଉତ୍ସାହର ସହ ପାଳନ ହୋଇଛି ଶିଶୁ ଦିବସ। ବିଡିଏ କଲୋନୀ, ଡ଼ମଣା ହାଟବସ୍ତି ଭଳି ୭ଟି ସ୍ଥାନରେ ମ୍ୟାଜିକ ସୋ, ବହିଖାତା ବଣ୍ଟନ ଓ ନୃତ୍ୟ ପ୍ରତିଯୋଗିତା ସାଙ୍ଗକୁ ବିଭିନ୍ନ ମନୋରଂଜନ ଧର୍ମୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ କୁନିକୁନି ପିଲା ଭାଗ ନେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ‘ଜୟ ଓଡ଼ିଶା’ ସଭାପତି ରୁଦ୍ର ସାମନ୍ତରାୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story