ରାଜ୍ୟରେ ଆଉ ୧୪ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭୦ରେ ପହଞ୍ଚି ଯାଇଛି। 3.A 77-year old male of Bargarh who was also suffering from Diabetes. 4.A 45-year old male of Bhubaneswar who was also suffering from Diabetes & hypertension. […]

corona-vvirus

corona-vvirus

Jitendra Garnayak
  • Published: Saturday, 29 August 2020
  • Updated: 29 August 2020, 11:14 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭୦ରେ ପହଞ୍ଚି ଯାଇଛି।

ବାଲେଶ୍ୱର, କଟକ, ଜଗତସିଂହପୁର, ଖୋର୍ଦ୍ଧା ଓ ମାଲକାନଗିରିରେ ୨ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ ବରଗଡ଼, ଯାଜପୁର, ପୁରୀ ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ଘଟିଛି।

ଏହା ସହିତ ବାଲେଶ୍ୱରରେ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଥିବା ବେଳେ ବରଗଡ଼ରେ ୯, କଟକରେ ୩୦, ଜଗତସିଂହପୁରରେ ୪, ଯାଜପୁରରେ ୫, ଖୋର୍ଦ୍ଧାରେ ୬୧, ମାଲକାନଗିରିରେ , ପୁରୀରେ ୧୨ ଓ ସୁନ୍ଦରଗଡ଼ରେ ୩୪ରେ ପହଞ୍ଚିଛି। ଏଯାବତ୍ କରୋନାରେ ସବୁଠୁ ଅଧିକ ମୃତ୍ୟୁ ଘଟିଛି ଗଞ୍ଜାମ ଜିଲ୍ଲାରେ। ଏଠାରେ ୧୮୫ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭,୯୨୦ରେ ପହଞ୍ଚି ଯାଇଥିବା ବେଳେ ୬୭,୮୨୬ ଜଣ ସୁସ୍ଥ ହୋଇସାରିଲେଣି। ୨୯,୭୫୧ ଜଣ ଚିକିତ୍ସାଧୀନ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story