ଆରୋଗ୍ୟ ହେଲେ ୨୬୧୩ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ଆରୋଗ୍ୟ ହେଲେ ୨୬୧୩ ଜଣ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨୬୨୦୩୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 2613 Covid patients have recovered and are being discharged on 24.10.2020 342 from Khordha281 from Cuttack228 from Sundargarh199 from Mayurbhanj145 from Anugul106 from Baleswar86 from Puri85 […]

corona

corona

Manoranjan Sial
  • Published: Saturday, 24 October 2020
  • Updated: 24 October 2020, 08:48 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ଆରୋଗ୍ୟ ହେଲେ ୨୬୧୩ ଜଣ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨୬୨୦୩୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1320016410689507328?s=20

ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୨ ଜଣ ଅଛନ୍ତି। ସେହିପରି କଟକରୁ ୨୮୧, ସୁନ୍ଦରଗଡ଼ରୁ ୨୨୮, ମୟୂରଭଞ୍ଜରୁ ୧୯୯, ଅନୁଗୋଳରୁ ୧୪୫, ବାଲେଶ୍ୱରରୁ ୧୦୬, ପୁରୀରୁ ୮୬, ସୋନପୁରରୁ ୮୫, କେନ୍ଦ୍ରାପଡ଼ାରୁ ୮୪, ଯାଜପୁରରୁ ୭୫, ନୂଆପଡ଼ାରୁ ୭୦, ବରଗଡ଼ରୁ ୬୯, ବଲାଙ୍ଗିରିରୁ ୬୯, ଝାରସୁଗୁଡ଼ାରୁ ୬୭, କେନ୍ଦୁଝରରୁ ୬୬, ଭଦ୍ରକରୁ ୬୦, ଜଗତସିଂହପୁରରୁ ୫୫, ସମ୍ୱଲପୁରରୁ ୫୪, ଢେଙ୍କାନାଳରୁ ୪୯, କଳାହାଣ୍ଡିରୁ ୪୯, ବୌଦ୍ଧରୁ ୪୬,  ଗଞ୍ଜାମରୁ ୪୨, ମାଲକାନଗିରିରୁ ୩୮, କନ୍ଧମାଳରୁ ୩୩, କୋରାପୁଟରୁ ୩୩, ନବରଙ୍ଗପୁରରୁ ୩୩, ନୟାଗଡ଼ରୁ ୩୦, ରାୟଗଡ଼ାରୁ ୨୭, ଗଜପତିରୁ ୧୪, ଦେବଗଡ଼ରୁ ୯, ଷ୍ଟେଟ୍‌ ପୁଲରୁ ୬୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story