ଅନୁଗୋଳ: ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ରାଇଗୋଡ଼ା ରେଞ୍ଜର ତଳଗଡ଼ ଗାଁରେ ଆଜି ସକାଳେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଯାଇଥିଲା। ମୃତ ମହିଳାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ସହ ହାତୀ କବଳରୁ ଧନଜୀବନ ସୁରକ୍ଷା ଦାବିରେ ତଳଗଡ଼ ଗ୍ରାମବାସୀ ରେଞ୍ଜ ଅଫିସରଙ୍କ ସହ ବନବିଭାଗର ଅନ୍ୟ କର୍ମଚାରୀଙ୍କୁ ଘଟଣାସ୍ଥଳରେ ଦୀର୍ଘ ସମୟ ଅଟକ ରଖିଥିଲେ। ରେଞ୍ଜ ଅଫିସରଙ୍କ ଗାଡ଼ିକୁ ଗାଁ ଲୋକେ ଘଟଣାସ୍ଥଳକରୁ କିଛି ଦୂରରେ ଅଟକାଇବା ସହିତ ତାଙ୍କୁ ଚଲାଇ ଚଲାଇ […]

elephant-killed

elephant-killed

Rakesh Mallick
  • Published: Friday, 27 May 2016
  • Updated: 27 May 2016, 06:35 AM IST

Sports

Latest News

elephant-killedଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ରାଇଗୋଡ଼ା ରେଞ୍ଜର ତଳଗଡ଼ ଗାଁରେ ଆଜି ସକାଳେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଯାଇଥିଲା। ମୃତ ମହିଳାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ସହ ହାତୀ କବଳରୁ ଧନଜୀବନ ସୁରକ୍ଷା ଦାବିରେ ତଳଗଡ଼ ଗ୍ରାମବାସୀ ରେଞ୍ଜ ଅଫିସରଙ୍କ ସହ ବନବିଭାଗର ଅନ୍ୟ କର୍ମଚାରୀଙ୍କୁ ଘଟଣାସ୍ଥଳରେ ଦୀର୍ଘ ସମୟ ଅଟକ ରଖିଥିଲେ। ରେଞ୍ଜ ଅଫିସରଙ୍କ ଗାଡ଼ିକୁ ଗାଁ ଲୋକେ ଘଟଣାସ୍ଥଳକରୁ କିଛି ଦୂରରେ ଅଟକାଇବା ସହିତ ତାଙ୍କୁ ଚଲାଇ ଚଲାଇ ଘଟଣାସ୍ଥଳକୁ ନେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣାଧୀନ କରିଥିଲା।

ଆଜି ସକାଳେ ତଳଗଡ଼ ଗାଁର କସ୍ତୁରୀ ସାହୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଘଟଣା ସଂପର୍କରେ ଖବର ପାଇବା ପରେ ତଳଗଡ଼ ସମେତ ଆଖପାଖ ଗାଁର ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ। ଫଳରେ ସେଠାରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା। ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଖବର ପାଇ ଘଟଣାସ୍ଥଳରେ ବନ୍ତଳା ରାଇଗୋଡ଼ା ରେଞ୍ଜ ଅଫିସର ଓ ଅନ୍ୟ ବନ କର୍ମଚାରୀ ପହଞ୍ଚିଥିଲେ। ତେବେ ସେମାନେ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ। ହାତୀ ଆକ୍ରମଣରୁ ଧନଜୀବନ ସୁରକ୍ଷା ଦାବି କରିଥିଲେ ସେମାନେ। ମୃତଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ମଧ୍ୟ ଦାବି କରିଥିଲେ। ମୃତ ମହିଳାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଅସ୍ଥାୟୀ ୱାର୍ଡର ଭାବେ ନିଯୁକ୍ତି ଦେବା ସହିତ ହାତୀ ଆକ୍ରମଣରୁ ସୁରକ୍ଷା ଲାଗି ସୋଲାର ଫେନସିଂ ସହିତ ଟ୍ରେଞ୍ଚ ଖୋଳାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story