ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଲେ ଗିରିଧର ଓ ଶିଶିର

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗୁରୁବାର ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ନିଜ ସମର୍ଥକଙ୍କ ସହ ସେ ଦଳୀୟ କାର୍ଯ୍ୟାଳୟକୁ ଆସି ଦଳରେ ସାମିଲ ହୋଇଥିଲେ । ବିଜେପିର ହେବାକୁ ଥିବା କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଗିରିଧର ଏକ ମିସକଲ କରି ଦଳର ପ୍ରାଥମିକ ସଦସ୍ୟ ହୋଇଥିଲେ । ଏହି ସମୟରେ ରାଷ୍ଟ୍ରୀୟ ସମ୍ପାଦକ ରାମଲାଲା, ୨ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ […]

bjp

bjp

Rakesh Mallick
  • Published: Thursday, 18 June 2015
  • Updated: 18 June 2015, 07:30 AM IST

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗୁରୁବାର ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ନିଜ ସମର୍ଥକଙ୍କ ସହ ସେ ଦଳୀୟ କାର୍ଯ୍ୟାଳୟକୁ ଆସି ଦଳରେ ସାମିଲ ହୋଇଥିଲେ । ବିଜେପିର ହେବାକୁ ଥିବା କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଗିରିଧର ଏକ ମିସକଲ କରି ଦଳର ପ୍ରାଥମିକ ସଦସ୍ୟ ହୋଇଥିଲେ । ଏହି ସମୟରେ ରାଷ୍ଟ୍ରୀୟ ସମ୍ପାଦକ ରାମଲାଲା, ୨ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ଗିରିଧରଙ୍କୁ ବିଜେପି ରାଜ୍ୟ ସଭାପତି କେ.ଭି. ସିଂହଦେଓ ଦଳୀୟ କ୍ୟାପ ପିନ୍ଧାଇ ଥିଲେ । ସେପଟେ ରାଜ୍ୟ ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନ ପରେ ଏବେ ମହାସଂଗଠନ ଅଭିଯାନକୁ ଆଗକୁ ନେବାକୁ ଯୋଜନା ଚାଲିଛି । ଏହିକ୍ରମରେ ଦଳର ପ୍ରତିଟି ସଦସ୍ୟଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ଦଳ । ଏହାସହ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନର ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯିବ । ଏସବୁକୁ ନେଇ ଦଳୀୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ୨୦୧୪ ନିର୍ବାଚନ ଲଢିଥିବା ଦଳର ସମସ୍ତ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ସହ ଆଲୋଚନା କରୁଛନ୍ତି ତୁଙ୍ଗନେତାମାନେ । ମୁଖ୍ୟତଃ କେଉଁ କେଉଁ ପ୍ରସଙ୍ଗକୁ ନେଇ ଦଳ ଆଗାମୀ ଦିନରେ ଲୋକଙ୍କ ପାଖକୁ ଯିବ ସେ ନେଇ ଆଲୋଚନା ଚାଲିଛି । ସେହିପରି ମୋଦି ସରକାରଙ୍କ ଗୋଟିଏ ବର୍ଷର ସଫଳତାକୁ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ କିପରି ପହଞ୍ଚିବ ସେ ନେଇ ଉଦ୍ୟମ କରାଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story