ସୁଭଦାଙ୍କ ଦାରୁସ୍ଥଳରେ ଭୂମି ଶୋଧନ ଶେଷ, ଅପରାହ୍ଣରେ ଅଙ୍କୁରାରୋପଣ

ଜଗତସିଂହପୁର: ଜଗସିଂହପୁର ଜିଲ୍ଲା ଅଢ଼ଙ୍ଗଗଡ ମା’ ଶୁଭଦ୍ରାଙ୍କ ଦାରୁସ୍ଥଳୀରେ ଆଜି ଭୂମିଶୋଧନ କାର୍ଯ୍ୟ ଶେଷ ହୋଇଛି। ଆଜି ଅପରାହ୍ଣରେ ଅଙ୍କୁରାରୋପଣ କାର୍ଯ୍ୟ କରାଯିବ। ଆଜି ବେଦଜ୍ଞଙ୍କ ଦ୍ୱାରା ରୀତିନୀତି ସମାପନ ପରେ ଆସନ୍ତା କାଲିଠାରୁ ମହାଯଜ୍ଞ ଆରମ୍ଭ ହେବ। ମଙ୍ଗଳବାର ରାତିରେ କାଳ ବୈଶାଖୀ ପରେ ଦାରୁଛେଦନ ପାଇଁ ହେବାକୁ ଥିବା ବିଧିବିଧାନ ଏବଂ ରୀତିନୀତି ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିଲା। ଏଥିପାଇଁ ଭାଙ୍ଗି ରୁଜି ଯାଇଥିବା ଯଜ୍ଞଘର ଓ ଶବରପଲ୍ଲୀର ଯୁଦ୍ଧକାଳୀନ ଭିତ୍ତିରେ ପୁନଃ ନିର୍ମାଣ କରାଯାଉଛି। […]

balabhadra daru sagadi

balabhadra daru sagadi

Rakesh Mallick
  • Published: Thursday, 30 April 2015
  • Updated: 30 April 2015, 06:35 AM IST

Sports

Latest News

ଜଗତସିଂହପୁର: ଜଗସିଂହପୁର ଜିଲ୍ଲା ଅଢ଼ଙ୍ଗଗଡ ମା’ ଶୁଭଦ୍ରାଙ୍କ ଦାରୁସ୍ଥଳୀରେ ଆଜି ଭୂମିଶୋଧନ କାର୍ଯ୍ୟ ଶେଷ ହୋଇଛି। ଆଜି ଅପରାହ୍ଣରେ ଅଙ୍କୁରାରୋପଣ କାର୍ଯ୍ୟ କରାଯିବ। ଆଜି ବେଦଜ୍ଞଙ୍କ ଦ୍ୱାରା ରୀତିନୀତି ସମାପନ ପରେ ଆସନ୍ତା କାଲିଠାରୁ ମହାଯଜ୍ଞ ଆରମ୍ଭ ହେବ। ମଙ୍ଗଳବାର ରାତିରେ କାଳ ବୈଶାଖୀ ପରେ ଦାରୁଛେଦନ ପାଇଁ ହେବାକୁ ଥିବା ବିଧିବିଧାନ ଏବଂ ରୀତିନୀତି ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିଲା। ଏଥିପାଇଁ ଭାଙ୍ଗି ରୁଜି ଯାଇଥିବା ଯଜ୍ଞଘର ଓ ଶବରପଲ୍ଲୀର ଯୁଦ୍ଧକାଳୀନ ଭିତ୍ତିରେ ପୁନଃ ନିର୍ମାଣ କରାଯାଉଛି। ତେବେ କାମ ସରିପାରି ନ ପାରିବାରୁ ଆସନ୍ତାକାଲିଠାରୁ ମହାଯଜ୍ଞ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି।
subhadra daru placeଅନ୍ୟପକ୍ଷରେ ଶ୍ରୀକ୍ଷେତ୍ର ଅଭିମୁଖେ ଗଡି ଛାଲିଛି ବଡଠାକୁର ବଳଭଦ୍ରଙ୍କ ଦାରୁ ଶଗଡି। ରହଣୀସ୍ଥଳ ଗୁଡିକରେ ଦାରୁ ଶଗଡି ଦର୍ଶନ କରିବାର ପାଇଁ ଶ୍ରଦ୍ଧାଳୁଙ୍କ ଜମୁଛି। ଘଣ୍ଟ ଘଣ୍ଟା , ହୁଳହୁଳି ଓ ଶଙ୍ଖ ଧ୍ୱନୀରେ ପୁରା ପରିବେଶ ଉଛୁଳି ପଡୁଛି। ମଙ୍ଗଳବାର ଅପରାହ୍ଣରେ ମା’ ଶାରଳାଙ୍କ ପୀଠରୁ ବଳଭଦ୍ରଙ୍କ ଏହି ଦାରୁ ଶଗଡି ବାହାରିଥିଲା। ଜୟପୁର ଛକରେ ରାତି ରହଣି ପରେ ଗତକାଲି ସକାଳୁ ପୁଣି ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଥିଲା ଦାରୁ ଶଗଡି। ଏହାପରେ ରଘୁନାଥ ପୁରରେ ହବିଷାନ୍ନ ଓ ବିଶ୍ରାମ ପାଇଁ ଦାରୁ ଶଗଡି ଅଟକି ଥିଲା । ଅପରାହ୍ଣରେ ଶଗଡି ପୁଣି ବାହାରି ରାତିରେ ରାମଚନ୍ଦ୍ରପୁରରେ ରହଣୀ ହୋଇଥିଲା। ଆଜି ପୁଣି ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଛି ବଡ ଠାକୁରଙ୍କ ଦାରୁ ଶଗଡି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story