ଚାଷୀ ଓ ବେକାରୀ ସମସ୍ୟାକୁ ନେଇ ଗୃହରେ ହୋ-ହାଲ୍ଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଯୋଗୁ ଚାଲିପାରିନି ଗୃହ। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଚାଷୀ ସମସ୍ୟା ନେଇ କଂଗ୍ରେସ ଓ ବେକାରୀ ସମସ୍ୟା ନେଇ ବିଜେପି ହୋ-ହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ପ୍ରଥମେ ଦିନ ସାଢେ ୧୧ଟା ଓ ପରେ ୩ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ପରେ ଗୃହ ପୁଣି ଆରମ୍ଭ ହେବା ମାତ୍ରକେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଫଳରେ ଗୃହକୁ ସାଢେ ୫ଟା ଯାଏ ମୁଲତବୀ […]

asss

asss

Manoranjan Sial
  • Published: Thursday, 07 February 2019
  • Updated: 07 February 2019, 05:03 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଯୋଗୁ ଚାଲିପାରିନି ଗୃହ। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଚାଷୀ ସମସ୍ୟା ନେଇ କଂଗ୍ରେସ ଓ ବେକାରୀ ସମସ୍ୟା ନେଇ ବିଜେପି ହୋ-ହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ପ୍ରଥମେ ଦିନ ସାଢେ ୧୧ଟା ଓ ପରେ ୩ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ପରେ ଗୃହ ପୁଣି ଆରମ୍ଭ ହେବା ମାତ୍ରକେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଫଳରେ ଗୃହକୁ ସାଢେ ୫ଟା ଯାଏ ମୁଲତବୀ ରଖିଥିଲେ ବାଚସ୍ପତି।

ସେପଟେ ଆଜି ଉପସ୍ଥାପନ ହେବ କାମଚଳା ବଜେଟ। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବଜେଟ ଉପସ୍ଥାପନ କରିବେ। ସାଧାରଣ ନିର୍ବାଚନ ଥିବାରୁ ୪ ମାସ ପାଇଁ ବଜେଟ ଉପସ୍ଥାପନ କରାଯିବ। ବଜେଟରେ ୫୬ ହଜାର ୯୨୧ କୋଟିର ବ୍ୟୟବରାଦ କରାଯାଇଥିବା ଜଣାପଡ଼ିଛି। ନିର୍ବାଚନୀ ବର୍ଷ ହୋଇଥିବାରୁ ସରକାର ବଜେଟରେ କ’ଣ ଘୋଷଣା କରୁଛନ୍ତି, ତା ଉପରେ ସମସ୍ତଙ୍କ ନଜର ରହିଛି। ବିଶେଷ କରି କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଓ ଗ୍ରାମୀଣ ବିକାଶ ଉପରେ ସରକାର ଗୁରୁତ୍ୱ ଦେଇପାରନ୍ତି। ତେବେ କେନ୍ଦ୍ର ବଜେଟ ଉପସ୍ଥାପନ ହୋଇସାରିଥିବାରୁ ଏହାକୁ ଆଖି ଆଗରେ ରଖି ସରକାର ଅର୍ଥ ବରାଦ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story