ଆସ୍ଥା ଚିଟ୍‌ଫଣ୍ଡ ଠକେଇ: ଓଡ଼ିଶା ସମେତ ଦେଶର ୧୪ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର: ଚିଟ୍‌ଫଣ୍ଡ ସଂସ୍ଥା ଆସ୍ଥା ଗ୍ରୁପ୍‌ର ଓଡ଼ିଶା ସମେତ ଦେଶର ୧୪ଟି ସ୍ଥାନରେ ଥିବା କାର୍ଯ୍ୟାଳୟରେ ଆଜି ସିବିଆଇ ପକ୍ଷରୁ ଚଢାଉ କରାଯାଇଛି। ଓଡ଼ିଶାର ଜଗତସିଂହପୁର, ଅନୁଗୋଳ ସମେତ ୪ଟି ସ୍ଥାନରେ ଚଢାଉ କରାଯାଇଛି। ସେହିପରି ସୁରତ, ଗୋଆ, ଇନ୍ଦୋର ଓ ଜବଲପୁରରେ ମଧ୍ୟ ଚଢାଉ କରାଯାଇଛି। ବ୍ରହ୍ମପୁରରେ ସିବିଆଇ ଅଧିକାରୀମାନେ ଆସ୍ଥା ଇଣ୍ଟରନ୍ୟାସ୍‌ନାଲର ଓଡ଼ିଶା ମୁଖ୍ୟ  ଶୁଭ୍ରାଂଶୁ ଲେଙ୍କାର ବାସଭବନରେ ଚଢ଼ାଉ କରିଥିବା ବେଳେ ଭୁବନେଶ୍ୱରରେ ନାଗେଶ୍ୱର ଟାଙ୍ଗୀ ସ୍ଥିତ ତାଙ୍କର ଏକ ଭଡ଼ା ଘର […]

astha-subhranshu-res

astha-subhranshu-res

Rakesh Mallick
  • Published: Wednesday, 13 April 2016
  • Updated: 13 April 2016, 05:09 PM IST

Sports

Latest News

cbi-raid-at-asthaଭୁବନେଶ୍ୱର: ଚିଟ୍‌ଫଣ୍ଡ ସଂସ୍ଥା ଆସ୍ଥା ଗ୍ରୁପ୍‌ର ଓଡ଼ିଶା ସମେତ ଦେଶର ୧୪ଟି ସ୍ଥାନରେ ଥିବା କାର୍ଯ୍ୟାଳୟରେ ଆଜି ସିବିଆଇ ପକ୍ଷରୁ ଚଢାଉ କରାଯାଇଛି। ଓଡ଼ିଶାର ଜଗତସିଂହପୁର, ଅନୁଗୋଳ ସମେତ ୪ଟି ସ୍ଥାନରେ ଚଢାଉ କରାଯାଇଛି। ସେହିପରି ସୁରତ, ଗୋଆ, ଇନ୍ଦୋର ଓ ଜବଲପୁରରେ ମଧ୍ୟ ଚଢାଉ କରାଯାଇଛି।

ବ୍ରହ୍ମପୁରରେ ସିବିଆଇ ଅଧିକାରୀମାନେ ଆସ୍ଥା ଇଣ୍ଟରନ୍ୟାସ୍‌ନାଲର ଓଡ଼ିଶା ମୁଖ୍ୟ  ଶୁଭ୍ରାଂଶୁ ଲେଙ୍କାର ବାସଭବନରେ ଚଢ଼ାଉ କରିଥିବା ବେଳେ ଭୁବନେଶ୍ୱରରେ ନାଗେଶ୍ୱର ଟାଙ୍ଗୀ ସ୍ଥିତ ତାଙ୍କର ଏକ ଭଡ଼ା ଘର ଉପରେ ଚଢ଼ାଉ କରିଥିଲେ। ଏହି ଭଡ଼ା ଘରେ ତାଙ୍କ ପରିବାର ଲୋକେ ରହୁଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସିବିଆଇ ଅଧିକାରୀମାନେ ତାଙ୍କ ଘରୁ ଅନେକ କାଗଜପତ୍ର ଓ ସିଡି ଜବତ କରିଛନ୍ତି। ଏହା ସହିତ ସହିଦ ନଗରର ସ୍ଥିତ ଏକ ଘରେ ଚଢ଼ାଉ ବେଳେ ଶୁଭ୍ରାଂଶୁ ଲେଙ୍କାଙ୍କର କିଛି ଫଟୋ ମିଳିଛି ଯେଉଁଥିରେ ସେ ଏକାଧିକ ମହିଳାଙ୍କ ସହିତ ରହିଛନ୍ତି। ଏହି ଘରଟି କଂପାନୀର ଶାଖା କାର୍ଯ୍ୟାଳୟ ଭାବେ କାର୍ଯ୍ୟ କରୁଥିଲା।

ସୂଚନାଯୋଗ୍ୟ, ଶୁଭ୍ରାଂଶୁଙ୍କ ସହିତ କଂପାନୀର ନିର୍ଦ୍ଦେଶକ ଶିବାଜୀ ଚୌହାନ ଓ ଅନ୍ୟ ଜଣେ ନିର୍ଦ୍ଦେଶକ ସପକଲେ ଏବେ ଭୁବନେଶ୍ୱର ସ୍ଥିତ ଝାରପଡ଼ା ଜେଲ୍‌ରେ ଅଛନ୍ତି। ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ) ଚିଟ୍‌ଫଣ୍ଡ୍‌ ଦୁର୍ନୀତି ତଦନ୍ତ କରୁଥିବା ବେଳେ ଶୁଭ୍ରାଂଶୁଙ୍କୁ ଗିରଫ କରିଥିଲା। ପରେ ଏହି ମାମଲାର ତଦନ୍ତ ଭାର ସିବିଆଇ ହାତକୁ ଯାଇଥିଲା।

ଓଡ଼ିଶାରେ ଆସ୍ଥା ଇଣ୍ଟରନ୍ୟାସ୍‌ନାଲର ଚିଟ୍‌ଫଣ୍ଡ୍ କଂପାନୀର ଆଠ ଦଶଟି ଶାଖା କାର୍ଯ୍ୟାଳୟ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିଲା। ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, ରାଉରକେଲା, ବାଲୁଗାଁ ଓ କେନ୍ଦୁଝର ଆଦି ସ୍ଥାନରେ ଏହି କାର୍ଯ୍ୟାଳୟଗୁଡ଼ିକ କାର୍ଯ୍ୟ କରୁଥିଲା। ଓଡ଼ିଶାରୁ କଂପାନୀ ପ୍ରାୟ ୧୦,୦୦୦ ନିବେଶକଙ୍କର ୧୦୦ କୋଟି ଟଙ୍କା ଚଳୁ କରିଛି।

ସିବିଆଇକୁ ମାମଲାର ତଦନ୍ତଭାର ହସ୍ତାନ୍ତର କରିବା ପୂର୍ବରୁ ଆସ୍ଥା ଇଣ୍ଟରନ୍ୟାସ୍‌ନାଲ୍‌ର ଏକ ମର୍ସିଡିଜ୍ କାର, ୫୦,୦୦୦ରୁ ଅଧିକ ଟଙ୍କାର ବ୍ୟାଙ୍କ ଜମା ଓ ବାଲୁଗାଁ, ଛତ୍ରପୁର ଏବଂ ଟାଙ୍ଗୀ ଅଞ୍ଚଳରେ ଥିବା ୧୭ ଏକର ଜମିକୁ କବ୍‌ଜାକୁ ନେବାକୁ ଅର୍ଥ ବିଭାଗକୁ ସୁପାରିଶ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story