ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ

ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଜୟପ୍ରକାଶ ପ୍ରଧାନଙ୍କୁ ଜଣେ  ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଛି। ଏନେଇ ଜୟପ୍ରକାଶ ବିନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗତକାଲି ବିଳମ୍ୱିତ ରାତିରେ ବିନିକା ସହରର ରେବା ଭୋଇ ନାମକ  ବ୍ୟକ୍ତି ତାଙ୍କ ଅସୁସ୍ଥ ପୁଅକୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ହେଲେ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନଥିବାରୁ ସେ ମେଡିକାଲ  ପରିସରରେ ଥିବା ତାଙ୍କ କ୍ୱାର୍ଟର୍ସକୁ ଯାଇଥିଲେ।  ମେଡିକାଲ ଅଫିସର ତାଙ୍କୁ […]

binika

binika

Jyoshna Pradhan
  • Published: Friday, 15 November 2019
  • Updated: 15 November 2019, 02:26 PM IST

Sports

Latest News

ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଜୟପ୍ରକାଶ ପ୍ରଧାନଙ୍କୁ ଜଣେ  ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଛି। ଏନେଇ ଜୟପ୍ରକାଶ ବିନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଗତକାଲି ବିଳମ୍ୱିତ ରାତିରେ ବିନିକା ସହରର ରେବା ଭୋଇ ନାମ ବ୍ୟକ୍ତି ତାଙ୍କ ଅସୁସ୍ଥ ପୁଅକୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ହେଲେ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନଥିବାରୁ ସେ ମେଡିକାଲ  ପରିସରରେ ଥିବା ତାଙ୍କ କ୍ୱାର୍ଟର୍ସକୁ ଯାଇଥିଲେ।  ମେଡିକାଲ ଅଫିସର ତାଙ୍କୁ ବସିବାକୁ କହିବାରୁ ସେ ଉତ୍ତ୍ୟକ୍ତ ହୋଇ ମରଣାନ୍ତକ ଆକ୍ରମଣ କରିଥିବା ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡ କହିଛନ୍ତି।

ଏଥିସହ  ସେଠାରେ ଥିବା ଜିନିଷ ପତ୍ର ଓ ଷ୍ଟେଥୋ ଫୋପଡ଼ା ଫୋପଡ଼ି କରିଥିଲେ । ଏନେଇ ମେଡିକାଲ ଅଫିସର ବିନିକା ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ଆଜି ବିନିକା ସ୍ୱାସ୍ଥ୍ୟକେନ୍ଦ୍ରର  ସମସ୍ତ କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇ ଦେବା ଦାବିରେ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଫଳରେ ରୋଗୀ ସେବା ବନ୍ଦ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story