‘କରୋନାର ଏମରଜେନ୍ସି ମୁକାବିଲା ପାଇଁ ବ୍ୟାକଅପ୍ ପ୍ଲାନ୍ ପ୍ରସ୍ତୁତ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ଥମିବାର ନାଁ ନେଉନାହିଁ। ଅନ୍ୟ ରାଜ୍ୟ ଗୁଡ଼ିକରେ ସଂକ୍ରମଣ କମୁଥିଲେ ହେଁ ଓଡ଼ିଶାରେ ସେଭଳି ଆଖିଦୃଶିଆ ହ୍ରାସ ଦେଖିବାକୁ ମିଳିନି। ହେଲେ ଗତ କିଛି ଦିନ ହେବ ସଂକ୍ରମଣ କମ୍ ଚିହ୍ନଟ ହେଉଥିଲେ ହେଁ, ଏ ଯାଏ ବିପଦ ଟଳିନାହିଁ। ଏଭଳି ପରିସ୍ଥିତି ଆଗକୁ ସ୍ଥିତି ଯଦି ଅଧିକ ଖରାପ ହେଲା, ତାହେଲେ ଏଥିପାଇଁ ବିକଳ୍ପ ଯୋଜନା ଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଏସିଏସ୍। ଏସିଏସ୍ କହିଛନ୍ତି, […]

corona situation

corona situation

Ranjit Kumar Jena
  • Published: Sunday, 30 May 2021
  • Updated: 31 May 2021, 12:07 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ଥମିବାର ନାଁ ନେଉନାହିଁ। ଅନ୍ୟ ରାଜ୍ୟ ଗୁଡ଼ିକରେ ସଂକ୍ରମଣ କମୁଥିଲେ ହେଁ ଓଡ଼ିଶାରେ ସେଭଳି ଆଖିଦୃଶିଆ ହ୍ରାସ ଦେଖିବାକୁ ମିଳିନି। ହେଲେ ଗତ କିଛି ଦିନ ହେବ ସଂକ୍ରମଣ କମ୍ ଚିହ୍ନଟ ହେଉଥିଲେ ହେଁ, ଏ ଯାଏ ବିପଦ ଟଳିନାହିଁ। ଏଭଳି ପରିସ୍ଥିତି ଆଗକୁ ସ୍ଥିତି ଯଦି ଅଧିକ ଖରାପ ହେଲା, ତାହେଲେ ଏଥିପାଇଁ ବିକଳ୍ପ ଯୋଜନା ଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଏସିଏସ୍।

ଏସିଏସ୍ କହିଛନ୍ତି, ରାଜ୍ୟରେ କୋଭିଡର ଏମରଜେନ୍ସି ମୁକାବିଲା ପାଇଁ ଆମ ପାଖରେ ବ୍ୟାକଅପ୍ ପ୍ଲାନ୍ ପ୍ରସ୍ତୁତ ଅଛି। କୋଭିଡ୍ ପାଇଁ ରାଜ୍ୟରେ ୭୦୦ ଡାକ୍ତର ଫିଲ୍ଡରେ ନିୟୋଜିତ ରହିଛନ୍ତି। ଏମେର୍ଜନ୍ସି ପାଇଁ ବ୍ୟାକଅପରେ ୩୮୦୦ ମ୍ୟାନ୍ ପାଓ୍ବାର ରହିଛନ୍ତି। ମେଡିକାଲ କଲେଜ ଇଣ୍ଟର୍ଣ୍ଣ, ପିଜି ଛାତ୍ର, ଟିଚିଂ ଓ ନର୍ସିଂ ଷ୍ଟାଫ ଅଛନ୍ତି। କୋଭିଡ ଭିତରେ ରାଜ୍ୟରେ ୭୮୬ ଜଣ ଡାକ୍ତର ନୂଆ ନିଯୁକ୍ତି ପାଇଛନ୍ତି। ୫୬୯୫ ନର୍ସିଂ ଅଫିସରଙ୍କୁ ବି ନିଯୁକ୍ତି ଦିଆଯାଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୫୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ରାଜ୍ୟରେ କରୋନାରେ ଆଉ ୩୩ ଜଣଙ୍କ ମୃତ୍ୟୁ ଘଟିଛି। ୯୫୪୧ଟି ନୂଆ କେସ୍ ଆସିବା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୫୬ ହଜାର ୬୮୪ରେ ପହଞ୍ଚିଛି।

ତେବେ ସେମାନଙ୍କ ମଧ୍ୟରୁ ୬ ଲକ୍ଷ ୫୮ ହଜାର ୬୪୬ ଜଣ ସୁସ୍ଥ ହୋଇସାରିଛନ୍ତି। ୯୫ ହଜାର ୨୬୬ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୩୩ ଜଣ ଆଖି ବୁଜିବା ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୧୯କୁ ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story