ବଲାଙ୍ଗିର ଡେପୁଟି କଲେକ୍ଟରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ତଥା କ୍ରିମନାଲ୍ କୋର୍ଟର ଏକଜ୍ୟୁକ୍ୟୁଟିଭ୍ ମାଜିଷ୍ଟ୍ରେଟ ଏବଂ ତାଙ୍କ ପରିବାର ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ। ଏ ନେଇ ସେ ବଲାଙ୍ଗିର ଟାଉନ ଥାନାରେ ମାମଲା ରୁଜୁ କରିଛନ୍ତି। ତେବେ ଡେପୁଟି କଲେକ୍ଟର ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି। ଅନ୍ୟପକ୍ଷେ ଧାରା ୪୧ ଅନୁଯାୟୀ, ପୋଲିସ୍ ଶରତ କୁମାର ବାଗଙ୍କୁ ନୋଟିସ୍ କରିବା ସହିତ ତଦନ୍ତ ଆରମ୍ଭ କରିଛି। ସେପଟେ […]

case_lodged_against_deputy_collecter_3

case_lodged_against_deputy_collecter_3

Rakesh Mallick
  • Published: Wednesday, 13 May 2015
  • Updated: 13 May 2015, 01:08 PM IST

Sports

Latest News

ବଲାଙ୍ଗିର : ବଲାଙ୍ଗିର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ତଥା କ୍ରିମନାଲ୍ କୋର୍ଟର ଏକଜ୍ୟୁକ୍ୟୁଟିଭ୍ ମାଜିଷ୍ଟ୍ରେଟ ଏବଂ ତାଙ୍କ ପରିବାର ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ। ଏ ନେଇ ସେ ବଲାଙ୍ଗିର ଟାଉନ ଥାନାରେ ମାମଲା ରୁଜୁ କରିଛନ୍ତି। ତେବେ ଡେପୁଟି କଲେକ୍ଟର ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି। ଅନ୍ୟପକ୍ଷେ ଧାରା ୪୧ ଅନୁଯାୟୀ, ପୋଲିସ୍ ଶରତ କୁମାର ବାଗଙ୍କୁ ନୋଟିସ୍ କରିବା ସହିତ ତଦନ୍ତ ଆରମ୍ଭ କରିଛି। ସେପଟେ ଅତିରିକ୍ତ ଜିଲ୍ଳାପାଳଙ୍କୁ ଘଟଣା ସଂପର୍କରେ ତଦନ୍ତ କରିବାକୁ ନିଦ୍ଦେର୍ଶ ଦେଇଛନ୍ତି ଜିଲ୍ଳାପାଳ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story