ରାଜ୍ୟରେ ୩୮ ଡିଗ୍ରୀ ପାର୍‌ ହେଲା ପାରଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ତାପମାତ୍ର ବଢି ଚାଲିଛି। ଆଜି ଚାରିଟି ସହରର ତାପମାତ୍ରା ୩୮ ଡିଗ୍ରୀ ବା ତଦୁର୍ଦ୍ଧ୍ୱ ରହିଛି। ବଲାଙ୍ଗିର ହୋଇଛି ରାଜ୍ୟର ଉତ୍ତପ୍ତ ସହର। ଆଜି ଏଠି ତାପମାତ୍ରା ୩୮.୩ ଡ଼ିଗ୍ରୀ ସେଲିସିୟସ୍‌ ରେକର୍ଡ କରାଯାଇଛି। ଠିକ୍‌ ସେମିତି ଝାରସୁଗୁଡ଼ାରେ ୩୮.୨ ଡିଗ୍ରୀ, ଅନୁଗୋଳରେ ୩୮.୧ ଡିଗ୍ରୀ ଓ ଟିଟିଲାଗରେ ତାପମାତ୍ରା ୩୮.୦୦ ଡିଗ୍ରୀ ରହିଛି। ରାଜ୍ୟରେ ତାପମାତ୍ର ବଢ଼ିଚାଲିଥିବା ଦେଖି ପରିବହନ ବିଭାଗ ଗାଇଡ୍‌ଲାଇନ୍‌ ଜାରି କରିଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା […]

heat-weave

heat-weave

Manoranjan Sial
  • Published: Monday, 14 March 2022
  • Updated: 14 March 2022, 10:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ତାପମାତ୍ର ବଢି ଚାଲିଛି। ଆଜି ଚାରିଟି ସହରର ତାପମାତ୍ରା ୩୮ ଡିଗ୍ରୀ ବା ତଦୁର୍ଦ୍ଧ୍ୱ ରହିଛି। ବଲାଙ୍ଗିର ହୋଇଛି ରାଜ୍ୟର ଉତ୍ତପ୍ତ ସହର। ଆଜି ଏଠି ତାପମାତ୍ରା ୩୮.୩ ଡ଼ିଗ୍ରୀ ସେଲିସିୟସ୍‌ ରେକର୍ଡ କରାଯାଇଛି। ଠିକ୍‌ ସେମିତି ଝାରସୁଗୁଡ଼ାରେ ୩୮.୨ ଡିଗ୍ରୀ, ଅନୁଗୋଳରେ ୩୮.୧ ଡିଗ୍ରୀ ଓ ଟିଟିଲାଗରେ ତାପମାତ୍ରା ୩୮.୦୦ ଡିଗ୍ରୀ ରହିଛି। ରାଜ୍ୟରେ ତାପମାତ୍ର ବଢ଼ିଚାଲିଥିବା ଦେଖି ପରିବହନ ବିଭାଗ ଗାଇଡ୍‌ଲାଇନ୍‌ ଜାରି କରିଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ବସ୍‌ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। 

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍‌ ଅନୁସାରେ ବାଲେଶ୍ୱରରେ ୩୭.୦ ଡିଗ୍ରୀ, ଚାନ୍ଦବାଲିରେ ୩୬.୦ଡିଗ୍ରୀ, କଟକରେ ୩୬.୦ ଡିଗ୍ରୀ, ପରାଦୀପରେ ୩୩.୨ ଡିଗ୍ରୀ, ଭୁବନେଶ୍ୱରରେ ୩୬. ଡିଗ୍ରୀ, ଗୋପାଳପୁରରେ ୩୩.୬ ଡିଗ୍ରୀ, ପୁରୀରେ ୩୨.୫ ଡିଗ୍ରୀ ରହିଛି।

ସେହିପରି ବାରିପଦାରେ ୩୭.୪ ଡିଗ୍ରୀ, କେନ୍ଦୁଝରଗଡ଼ରେ ୩୪.୭ ଡିଗ୍ରୀ, ସମ୍ୱଲପୁରରେ ୩୭.୫ ଡିଗ୍ରୀ, ସୁନ୍ଦରଗଡ଼ରେ ୩.୦ ଡିଗ୍ରୀ, ହୀରାକୁଦରେ ୩୭.୩ ଡିଗ୍ରୀ, ତାଳଚେରରେ ୩୭.୦ ଡିଗ୍ରୀ, ଭବାନୀପାଟଣାରେ ୩୬.୫ ଡିଗ୍ରୀ, କୋରାପୁଟରେ ୩୫.୦ ଡିଗ୍ରୀ,  ଫୁଲବାଣୀରେ ୩୬.୧ ଡିଗ୍ରୀ, ମାଲକାନଗିରିରେ ୩୬.୫ ଡିଗ୍ରୀ, ସୋନପୁରରେ ୩୭.୩ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୨.୫ ଡିଗ୍ରୀ, ନୟାଗଡ଼ରେ ୩୭.୫ ଡିଗ୍ରୀ, ବୌଦ୍ଧରେ ୩୭.୫ ଡିଗ୍ରୀ, ଛତ୍ରପୁରରେ ୩୪.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୩.୫ ଡିଗ୍ରୀ, ରାୟଗଡ଼ାରେ ୩୫.୫ଡିଗ୍ରୀ, ଭଦ୍ରକରେ ୩.୬ ଡିଗ୍ରୀ ଓ ଯାଜପୁରରେ ୩୫.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

https://twitter.com/mcbbsr/status/1503357541514121222?s=20&t=4Is-BZqOdAtW55dg7McN3Q

ସେପଟେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ଗାଇଡ୍‌ଲାଇନ୍‌ ଜାରି କରିଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ବସ୍‌ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ବସ୍‌ରେ ସ୍ୱଚ୍ଛ ପାନୀୟ ଜଳ, ବରଫ ଓ ORS ମହଜୁଦ ରଖିବାକୁ ବସ୍‌ ମାଲିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବସ୍‌ ରହଣି ସ୍ଥଳରେ ଜଳଛତ୍ର ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ବସ୍‌ରେ ଅଧିକ ସଂଖ୍ୟକ ଯାତ୍ରୀ ନନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story