ବାଲେଶ୍ୱର: ଆସନ୍ତାକାଲି ଧାମରା ଅବଦୁଲ୍ କାଲାମ ଦ୍ୱୀପରୁ ଇଣ୍ଟରସେପ୍ଟର ମିସାଇଲ୍ ପରୀକ୍ଷଣ

ବାଲେଶ୍ୱର: ଧାମରା ଏପିଜେ ଅବଦୁଲ କାଲାମ ଦ୍ୱୀପରୁ ଆସନ୍ତାକାଲି ଇଣ୍ଟରସେପ୍ଟର ମିସାଇଲ୍ ପରୀକ୍ଷା କରାଯିବ। ସକାଳ ସାଢେ ୮ଟାରୁ ସାଢେ ୧୧ଟା ମଧ୍ୟରେ ଏହି ପରୀକ୍ଷା ହେବ। ଏଥିପାଇଁ ଡିଆରଡିଓ ତରଫରୁ ପ୍ରସ୍ତୁତି ଚୂଡ଼ାନ୍ତ କରାଯାଇଛି। ପ୍ରଥମେ ଚାନ୍ଦିପୁର ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ଼ରୁ ଇଲୋକଟ୍ରୋନିକ ଇଣ୍ଟରସେପ୍ଟର ଲଞ୍ଚ କରାଯିବ। ଏହାର କିଛି ସମୟ ପରେ ଅବଦୁଲ୍ କାଲାମ ଦୀପର ୪ ନମ୍ବର ଲଞ୍ଚପ୍ୟାଡ଼ରୁ ଆଡଭାନ୍ସ ଏୟାର ଡ଼ିଫେନ୍ସ (ଏଡିଡି) ଅଟୋମେଟିକାଲି ଟାର୍ଗେଟକୁ ଚିହ୍ନଟ କରି […]

baleswar1

baleswar1

Rakesh Mallick
  • Published: Saturday, 21 November 2015
  • Updated: 22 November 2015, 03:33 AM IST

Sports

Latest News

baleswar2ବାଲେଶ୍ୱର: ଧାମରା ଏପିଜେ ଅବଦୁଲ କାଲାମ ଦ୍ୱୀପରୁ ଆସନ୍ତାକାଲି ଇଣ୍ଟରସେପ୍ଟର ମିସାଇଲ୍ ପରୀକ୍ଷା କରାଯିବ। ସକାଳ ସାଢେ ୮ଟାରୁ ସାଢେ ୧୧ଟା ମଧ୍ୟରେ ଏହି ପରୀକ୍ଷା ହେବ। ଏଥିପାଇଁ ଡିଆରଡିଓ ତରଫରୁ ପ୍ରସ୍ତୁତି ଚୂଡ଼ାନ୍ତ କରାଯାଇଛି। ପ୍ରଥମେ ଚାନ୍ଦିପୁର ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ଼ରୁ ଇଲୋକଟ୍ରୋନିକ ଇଣ୍ଟରସେପ୍ଟର ଲଞ୍ଚ କରାଯିବ। ଏହାର କିଛି ସମୟ ପରେ ଅବଦୁଲ୍ କାଲାମ ଦୀପର ୪ ନମ୍ବର ଲଞ୍ଚପ୍ୟାଡ଼ରୁ ଆଡଭାନ୍ସ ଏୟାର ଡ଼ିଫେନ୍ସ (ଏଡିଡି) ଅଟୋମେଟିକାଲି ଟାର୍ଗେଟକୁ ଚିହ୍ନଟ କରି ଉତକ୍ଷେପଣ ହେବ।

ଇଣ୍ଟରସେପ୍ଟର ରାଡାର ସିଗନାଲ ମାଧ୍ୟମରେ ଇଲେକ୍ଟ୍ରୋନିକ୍ ଟାର୍ଗେଟର ଗତି ଓ ଦିଗକୁ ଟ୍ରାକିଂକରି ନିଜର ବେଗ ଓ ଦିଗକୁ ନିୟନ୍ତ୍ରଣ କରିବ। ବାୟୁମଣ୍ଡଳର ୧୫ରୁ ୨୦ କିଲୋମିଟର ମଧ୍ୟରେ ଟାର୍ଗେଟକୁ ଏହା ହିଟ୍ କରିବ। ଏହି ପରୀକ୍ଷାର ସମସ୍ତ ଗତିବିଧିକୁ ଟ୍ରାକ୍ କରିବା ପାଇଁ କୋଣାର୍କ ଓ ପାରାଦ୍ୱୀପ ସମୁଦ୍ର ଭିତରେ ବିଭିନ୍ନ ସ୍ଥାନରେ ରାଡାର ଖଞ୍ଜା ଯାଇଛି।

କ୍ଷେପଣାସ୍ତ୍ର ବିଧ୍ୱଂସୀ ଇଣ୍ଟରସେପ୍ଟରକୁ ଚାନ୍ଦିପୁରରୁ ପ୍ରଥମେ ୨୦୦୬ ନଭେମ୍ୱର ୨୬ ତାରିଖରେ ପରୀକ୍ଷା କରାଯାଇଥିଲା। ପରବର୍ତ୍ତୀ ସମୟରେ ପ୍ରତ୍ୟେକ ଥର ପରୀକ୍ଷା କରାଯାଇ ଇଣ୍ଟରସେପ୍ଟର ମିସାଇଲର ବିଭିନ୍ନ ଦିଗକୁ ବିକଶିତ କରାଯାଉଛି।

ଏହି ଆଡ଼ଭାନ୍ସ ଏୟାର ଡ଼ିଫେନ୍ସର ଲମ୍ୱ ସାଢେ ୭ମିଟର, ମୋଟେଇ ୫ ମିଟର ଓଜନ ୧.୨ ଟନ୍ ରହିଛି। କ୍ଷେପଣାସ୍ତ୍ରଟି ସମୁଦ୍ର ପତନର ୩୦ କି.ମି. ଉଚ୍ଚତା ମଧ୍ୟରେ ୪.୫ ମେକ୍ ବେଗରେ ଟାର୍ଗେଟକୁ ହିଟ୍ କରିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story