ବାଲେଶ୍ୱର: ଚାନ୍ଦିପୁର ଆଇଟିଆରରେ ପ୍ରଥମ ଓଡ଼ିଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ବୈଜ୍ଞାନିକ ବିନୟ କୁମାର ଦାସ

ବାଲେଶ୍ୱର: ଚାନ୍ଦିପୁର ଆଇଟିଆରରେ ପ୍ରଥମ ଓଡ଼ିଆ ନିର୍ଦ୍ଦେଶକ ଭାବେ ବୈଜ୍ଞାନିକ ବିନୟ କୁମାର ଦାସ ନିଯୁକ୍ତି ପାଇଛନ୍ତି। ଆଇଟିଆର୍ ଲ୍ୟାବରୁ ବୈଜ୍ଞାନିକ ଜୀବନ ଆରମ୍ଭ କରିଥିଲେ ବିନୟ। ଆସନ୍ତା ୨୦ତାରିଖରେ ସେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଦାୟିତ୍ୱ ଗ୍ରହଣ ପରେ ବିନୟ ଚାନ୍ଦିପୁର ଆଇଟିଆରର ସର୍ବକନିଷ୍ଠ ନିର୍ଦ୍ଦେଶକ ହେବେ। କ୍ଷେପଣାସ୍ତ୍ର ପରୀକ୍ଷଣରେ ସ୍ୱଦେଶୀ ଜ୍ଞାନକୌଶଳର ବ୍ୟବହାର ଉପରେ ସେ ଅଧିକ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।

binaya

binaya

Rakesh Mallick
  • Published: Wednesday, 18 November 2015
  • Updated: 18 November 2015, 05:44 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story