ବାଲେଶ୍ୱର: ବଜ୍ରପାତରେ ଦୁଇ ବ୍ଲକରେ ୪ ମୃତ,୨ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ଓ ଖଇରା ବ୍ଲକରେ ବଜ୍ରପାତରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ବାହନଗା ବ୍ଲକ ଅସିମିଳା ଗାଁରେ ସିଦ୍ଧେଶ୍ୱର ଦେବ କ୍ଷେତରେ କାମ ସାରିଫେରୁଥିବା ବେଳେ ବଜ୍ରପାତରେ ଚେତା ହରାଇଥିଲେ। ଚିକିତ୍ସା ପାଇଁ ସୋର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେହିପରି ଅଞ୍ଜି ପଞ୍ଚାୟତ ଖରିଦା ଗାଁର ଶକୁନ୍ତଳା ଓ ବନମାଳି ମହାଳିକ ବାଡିରେ କାମ କରୁଥିବା ବେଳେ […]

lighting dead

lighting dead

Rakesh Mallick
  • Published: Thursday, 16 July 2015
  • Updated: 16 July 2015, 01:53 AM IST

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ଓ ଖଇରା ବ୍ଲକରେ ବଜ୍ରପାତରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ବାହନଗା ବ୍ଲକ ଅସିମିଳା ଗାଁରେ ସିଦ୍ଧେଶ୍ୱର ଦେବ କ୍ଷେତରେ କାମ ସାରିଫେରୁଥିବା ବେଳେ ବଜ୍ରପାତରେ ଚେତା ହରାଇଥିଲେ। ଚିକିତ୍ସା ପାଇଁ ସୋର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେହିପରି ଅଞ୍ଜି ପଞ୍ଚାୟତ ଖରିଦା ଗାଁର ଶକୁନ୍ତଳା ଓ ବନମାଳି ମହାଳିକ ବାଡିରେ କାମ କରୁଥିବା ବେଳେ ବଜ୍ରପାତରେ ଗୁରୁତର ଆହତ ହୋଇଥିଲେ। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ସେହିପରି ଖଇରା ବ୍ଲକ ରପେୟା ଗ୍ରାମର ଶିକ୍ଷକ ଜ୍ୟୋତିଶଙ୍କର ତ୍ରିପାଠୀଙ୍କ ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story