ବନ୍ଧା ହେଲେ ବ୍ୟାଙ୍କ ମ୍ୟାନେଜର 

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ରେମୁଣା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ହୋଇଥିବା ଟଙ୍କା ହଡ଼ପ ଘଟଣାରେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଦୁର୍ଗା ଚରଣ ପଣ୍ଡାଙ୍କୁ କ୍ରାଇମ ବ୍ରାଞ୍ଚର EOWଶାଖା ଗିରଫ କରିଛି। ପୂର୍ବରୁ କାର୍ଯ୍ୟରତ ଥିବା ମ୍ୟାନେଜର ଜଣେ ମୃତ ବ୍ୟକ୍ତିଙ୍କ ପେନସନ ଟଙ୍କା ହଡ଼ପ କରିଥିବା ନେଇ ପୁଲିସରେ ଅଭିଯୋଗ ହୋଇଥିଲା। ଏନେଇ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତଦନ୍ତ କରିଥିଲା। ତଦନ୍ତ ବେଳେ ଘଟଣାରେ ଦୁଇ ଜଣଙ୍କ ସମ୍ପୃକ୍ତି ଥିବା ବେଳେ ମୋଟ ଏକ କୋଟି ୩୨ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଜଣାପଡ଼ିଥିଲା। କ୍ରାଇମବ୍ରାଞ୍ଚ ପୂର୍ବରୁ ବ୍ୟାଙ୍କର ଅସ୍ଥାୟୀ କର୍ମଚାରୀ ପ୍ରଭାତ ଦାସଙ୍କୁ ଗିରଫ କରି ନେଇଥିବା ବେଳେ ଶନିବାର ଦୁର୍ଗା ଚରଣଙ୍କୁ କ୍ରାଇମବ୍ରାଞ୍ଚ […]

balasore

balasore

Manoranjan Sial
  • Published: Saturday, 02 February 2019
  • Updated: 02 February 2019, 08:23 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ରେମୁଣା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ହୋଇଥିବା ଟଙ୍କା ହଡ଼ପ ଘଟଣାରେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଦୁର୍ଗା ଚରଣ ପଣ୍ଡାଙ୍କୁ କ୍ରାଇମ ବ୍ରାଞ୍ଚର EOWଶାଖା ଗିରଫ କରିଛି। ପୂର୍ବରୁ କାର୍ଯ୍ୟରତ ଥିବା ମ୍ୟାନେଜର ଜଣେ ମୃତ ବ୍ୟକ୍ତିଙ୍କ ପେନସନ ଟଙ୍କା ହଡ଼ପ କରିଥିବା ନେଇ ପୁଲିସରେ ଅଭିଯୋଗ ହୋଇଥିଲା। ଏନେଇ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତଦନ୍ତ କରିଥିଲା। ତଦନ୍ତ ବେଳେ ଘଟଣାରେ ଦୁଇ ଜଣଙ୍କ ସମ୍ପୃକ୍ତି ଥିବା ବେଳେ ମୋଟ ଏକ କୋଟି ୩୨ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଜଣାପଡ଼ିଥିଲା।

କ୍ରାଇମବ୍ରାଞ୍ଚ ପୂର୍ବରୁ ବ୍ୟାଙ୍କର ଅସ୍ଥାୟୀ କର୍ମଚାରୀ ପ୍ରଭାତ ଦାସଙ୍କୁ ଗିରଫ କରି ନେଇଥିବା ବେଳେ ଶନିବାର ଦୁର୍ଗା ଚରଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଘଟଣାରେ ଅନ୍ୟଜଣେ ଫେରାର ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story