ପଦାରେ ପଡ଼ିଲା ବିଜେପି କନ୍ଦଳ: ପଦ୍ମ ଛାଡ଼ିଲେ ନାରାୟଣ

<p>ବରଗଡ଼: ପଦାକୁ ଆସିଲା ବରଗଡ଼ ଜିଲ୍ଲା ବିଜେପିରେ ଦଳୀୟ କନ୍ଦଳ। ଦଳରୁ ଇସ୍ତଫା ଦେଇଛନ୍ତି ଜିଲ୍ଲାର ଟାଣୁଆ ନେତା ତଥା ବରଗଡ଼ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ। ଏହାସହ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ନିଜେ ନାରାୟଣ ସୂଚନା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଦେଇଛନ୍ତି। ଦଳର କାର୍ଯ୍ୟଶୈଳୀରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ିଥିବା ନାରାୟଣ କହିଛନ୍ତି।</p> <p>ସୂଚନାଯୋଗ୍ୟ, ଅକ୍ଟୋବର ୩୦ ତାରିଖରେ ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କୁ ବିରୋଧ କରି ବରଗଡ଼ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ ନିଜ ପଦରୁ ଅବ୍ୟାହତି ଦେବା ଲାଗି ଅନୁରୋଧ କରିଥିଲେ। ଏ ସଂପର୍କରେ ସେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ସହିତ ଫୋନରେ କଥା ମଧ୍ୟ ହୋଇଥିଲେ।</p>

Ordigital Desk
  • Published: Tuesday, 21 November 2017
  • Updated: 21 November 2017, 10:45 AM IST

Sports

Latest News

<p>ବରଗଡ଼: ପଦାକୁ ଆସିଲା ବରଗଡ଼ ଜିଲ୍ଲା ବିଜେପିରେ ଦଳୀୟ କନ୍ଦଳ। ଦଳରୁ ଇସ୍ତଫା ଦେଇଛନ୍ତି ଜିଲ୍ଲାର ଟାଣୁଆ ନେତା ତଥା ବରଗଡ଼ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ। ଏହାସହ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ନିଜେ ନାରାୟଣ ସୂଚନା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଦେଇଛନ୍ତି। ଦଳର କାର୍ଯ୍ୟଶୈଳୀରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ିଥିବା ନାରାୟଣ କହିଛନ୍ତି।</p><p>ସୂଚନାଯୋଗ୍ୟ, ଅକ୍ଟୋବର ୩୦ ତାରିଖରେ ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କୁ ବିରୋଧ କରି ବରଗଡ଼ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ ନିଜ ପଦରୁ ଅବ୍ୟାହତି ଦେବା ଲାଗି ଅନୁରୋଧ କରିଥିଲେ। ଏ ସଂପର୍କରେ ସେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ସହିତ ଫୋନରେ କଥା ମଧ୍ୟ ହୋଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos