ବରଗଡ଼ରେ କିଡନୀ ରୋଗ ଆତଙ୍କ; ୩ମାସରେ ଗଲାଣି ୮ଜୀବନ

<p>ବରଗଡ଼: ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାରେ କିଡନୀ ରୋଗ ଆତଙ୍କ। ଗତ ୩ ମାସ&nbsp; ମଧ୍ୟରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ସ୍ଥାନୀୟ ଅଞ୍ଚଳରେ ୨ ନାବାଳକଙ୍କ ସହ&nbsp;&nbsp; ୮ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।&nbsp; ଗାଁରେ ଥିବା ନଳକୂପରୁ ପ୍ରଦୂଷିତ ଜଳ ପିଇ ଏହି ରୋଗ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।&nbsp; ନଳକୂପର ପାଣି ପରୀକ୍ଷା କରି ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ପ୍ରଶାସନ&nbsp; ନିକଟରେ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।</p> <p>ବରଗଡ଼ ଜିଲ୍ଲାପାଳ କହିଛନ୍ତି, &ldquo;ଗାଁକୁ ଯାଇ ଏନେଇ ତଦନ୍ତ କରାଯିବ। ସମସ୍ୟାର ସମାଧାନ କରିବାକୁ ଗ୍ରାମ୍ୟ ଜଳ ଯୋଗାଣ&nbsp; ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦି&zwnj;ଆଯାଇଛି।&rdquo;</p>

Ordigital Desk
  • Published: Wednesday, 06 December 2017
  • Updated: 06 December 2017, 09:37 AM IST

Sports

Latest News

<p>ବରଗଡ଼: ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାରେ କିଡନୀ ରୋଗ ଆତଙ୍କ। ଗତ ୩ ମାସ&nbsp; ମଧ୍ୟରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ସ୍ଥାନୀୟ ଅଞ୍ଚଳରେ ୨ ନାବାଳକଙ୍କ ସହ&nbsp;&nbsp; ୮ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।&nbsp; ଗାଁରେ ଥିବା ନଳକୂପରୁ ପ୍ରଦୂଷିତ ଜଳ ପିଇ ଏହି ରୋଗ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।&nbsp; ନଳକୂପର ପାଣି ପରୀକ୍ଷା କରି ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ପ୍ରଶାସନ&nbsp; ନିକଟରେ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।</p><p>ବରଗଡ଼ ଜିଲ୍ଲାପାଳ କହିଛନ୍ତି, &ldquo;ଗାଁକୁ ଯାଇ ଏନେଇ ତଦନ୍ତ କରାଯିବ। ସମସ୍ୟାର ସମାଧାନ କରିବାକୁ ଗ୍ରାମ୍ୟ ଜଳ ଯୋଗାଣ&nbsp; ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦି&zwnj;ଆଯାଇଛି।&rdquo;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos